୭-୧୩ ନଭେମ୍ବର
୨ ରାଜାବଳୀ ୫-୬
ଗୀତ ୫୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୫:୧୫, ୧୬—ଇଲୀଶାୟ, ନାମାନ୍ର ଉପହାର କାହିଁକି ନେଲେ ନାହିଁ ? ଏଥିରୁ ଆମେ କʼଣ ଶିଖୁ ? (ପ୍ର୦୫-ହି ୮/୧ ପୃ ୯ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୫:୧-୧୪ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଶିକ୍ଷା—ହିତୋ ୨୨:୬ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୮ ¶୧ ଏବଂ ପଏଣ୍ଟ ନଂ. ୧-୩ (ଶିଖାଇବା ଅଧ୍ୟୟନ ୧୫)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଦାନ କର”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା । ଆପଣଙ୍କ ଉଦାରତା ଆମେ କେବେ ଭୁଲିବା ନାହିଁ ନାମକ ଭିଡିଓ ଦେଖାନ୍ତୁ । ମଣ୍ଡଳୀର ଭାଇଭଉଣୀମାନେ ଅଲଗା ଅଲଗା ଉପାୟରେ ଦାନ କରନ୍ତି । ଏପରି କରିବା ଅନେକଙ୍କ ଅଭ୍ୟାସ ହୋଇଯାଇଛି । ତାʼପାଇଁ ଭାଇଭଉଣୀମାନଙ୍କ ପ୍ରଶଂସା କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୬
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୦ ଏବଂ ପ୍ରାର୍ଥନା