इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାହାରେ ଥିବା ଚିତ୍ର: ଇଲୀଶାୟ ତାଙ୍କ ଦାସକୁ କହୁଛନ୍ତି: “ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ ।”—୨ରାଜା ୬:୧୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି

ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି

ଇଲୀଶାୟ ଓ ତାଙ୍କ ସେବକଙ୍କୁ ଶତ୍ରୁମାନେ ଘେରିଲେ (୨ରାଜା ୬:୧୩, ୧୪; ଶିକ୍ଷା (ହିନ୍ଦୀ) ପୃ ୧୨୬ ¶୧-୨)

ଇଲୀଶାୟ ଡରିଲେ ନାହିଁ ଏବଂ ନିଜ ସେବକର ସାହସ ବାନ୍ଧିଲେ (୨ରାଜା ୬:୧୫-୧୭; ପ୍ର୧୩-ହି ୮/୧୫ ପୃ ୩୦ ¶୨; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଯିହୋବା ଚମତ୍କାର କରି ଇଲୀଶାୟ ଓ ତାଙ୍କ ସେବକଙ୍କୁ ରକ୍ଷା କଲେ (୨ରାଜା ୬:୧୮, ୧୯; ଇନସାଇଟ୍‌-୧ ପୃ ୩୪୩ ¶୧)

ଯିହୋବା ଆମ ବିରୋଧୀମାନଙ୍କଠାରୁ ବହୁତ ଶକ୍ତିଶାଳୀ ଅଟନ୍ତି । ଭାବନ୍ତୁ ଯେ ଆପଣ ସ୍ୱର୍ଗରେ କʼଣ ହେଉଛି, ତାହା ଦେଖୁଛନ୍ତି । କʼଣ ଆପଣ ଦେଖିପାରୁଛନ୍ତି ଯେ ଯିହୋବା ନିଜ ସ୍ୱର୍ଗଦୂତମାନଙ୍କ ଜରିଆରେ କିପରି ଆମ ସମସ୍ତଙ୍କୁ ରକ୍ଷା କରୁଛନ୍ତି