इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

କଥାବାର୍ତ୍ତା କିପରି କରିବା ?

କଥାବାର୍ତ୍ତା କିପରି କରିବା ?

ପ୍ରଥମ ସାକ୍ଷାତ

ପ୍ରଶ୍ନ: ଆମକୁ ଭଲ ପରାମର୍ଶ କେଉଁଠୁ ମିଳିପାରିବ, ଯାହା ଆମ ପ୍ରତିଦିନର କାମରେ ଆସିବ ?

ପଦ: ୨ତୀମ ୩:୧୬, ୧୭

ଆର ଥରକୁ: ଆମେ ବାଇବଲ ଉପରେ ଭରସା କରିପାରିବା କି ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

ପୁନଃସାକ୍ଷାତ:

ପ୍ରଶ୍ନ: ଆମେ ବାଇବଲ ଉପରେ ଭରସା କରିପାରିବା କି ?

ପଦ: ଆୟୁ ୨୬:୭

ଆର ଥରକୁ: ବାଇବଲରେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: