इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ

ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ

ଆୟୁବ ଈଶ୍ୱରଙ୍କ ଉପରେ ଦୋଷ ଲଗାଇଲେ (ଆୟୁ ୨୭:୧, ୨)

ଏହା ସତ ଯେ ଆୟୁବ ଅନେକ ଭୁଲ କଲେ, ତଥାପି ସେ ନିଜ ବିଷୟରେ କହିପାରିଲେ ଯେ ସେ ନିର୍ଦ୍ଦୋଷ ଅଟନ୍ତି (ଆୟୁ ୨୭:୫; ଇନସାଇଟ୍‌-୧ ପୃ ୧୨୧୦ ¶୪)

ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ, ବରଂ ଏହା ଜରୁରୀ ଅଟେ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କୁ ପ୍ରେମ କରୁ (ମାଥି ୨୨:୩୭; ପ୍ର୧୯.୦୨-ହି ପୃ ୩ ¶୩-୫)

ଚିନ୍ତନ ପାଇଁ: ଯିହୋବା ଆମଠୁ କେବେ ବି ପରିପୂର୍ଣ୍ଣ ହେବା ପାଇଁ ଆଶା କରନ୍ତିନି, ଏକଥାରୁ ଆମକୁ ହାର୍‌ ନ ମାନିବା ପାଇଁ କିପରି ପ୍ରୋତ୍ସାହନ ମିଳେ ?