इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସାହାଯ୍ୟ ଦରକାର ଥିବା ଲୋକମାନଙ୍କୁ ଆୟୁବ ଅଟଳ ପ୍ରେମ ଦେଖାଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣ ଆୟୁବଙ୍କ ଭଳି ଭଲ ନାମ ଅର୍ଜନ କରିଛନ୍ତି ?

କʼଣ ଆପଣ ଆୟୁବଙ୍କ ଭଳି ଭଲ ନାମ ଅର୍ଜନ କରିଛନ୍ତି ?

ଆୟୁବ ଲୋକମାନଙ୍କ ଦୃଷ୍ଟିରେ ଗୋଟିଏ ଭଲ ନାମ ଅର୍ଜନ କରିଥିଲେ (ଆୟୁ ୨୯:୭-୧୧)

ଆୟୁବ ସେହି ଲୋକମାନଙ୍କୁ ଅଟଳ ପ୍ରେମ କରୁଥିଲେ, ଯେଉଁମାନଙ୍କୁ ସାହାଯ୍ୟ ଦରକାର ଥିଲା ଆଉ ଏକଥା ପାଇଁ ସେ ପରିଚିତ ଥିଲେ (ଆୟୁ ୨୯:୧୨, ୧୩; ପ୍ର୦୨-ହି ୫/୧୫ ପୃ ୨୨ ¶୧୯; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)

ଆୟୁବ ସମସ୍ତଙ୍କ ଉପରେ ଦୟା କରୁଥିଲେ ଓ କାହାରି ସହ ବି ଅନ୍ୟାୟ କରୁ ନ ଥିଲେ (ଆୟୁ ୨୯:୧୪; ଇନସାଇଟ୍‌-୧ ପୃ ୬୫୫ ¶୧୦)

ଗୋଟିଏ ଭଲ ନାମ ସମ୍ପତ୍ତିଠାରୁ ବି ଅଧିକ ମହତ୍ତ୍ୱ ରଖେ । (ପ୍ର୦୯-ଇଂ ୨/୧ ପୃ ୧୫ ¶୩-୪) ଭଲ ନାମ ଅର୍ଜନ କରିବାରେ ବହୁତ ସମୟ ଲାଗେ । ଯେବେ ଆମେ ଲଗାତାର ସଠିକ୍‌ କାମ କରୁ, ତେବେ ଆମ ଭଲ ନାମ ହୁଏ ।

ନିଜକୁ ପଚାରନ୍ତୁ, ‘ଅନ୍ୟମାନଙ୍କ ଦୃଷ୍ଟିରେ ମୋର କିପରି ନାମ ଅଛି ? ସେମାନଙ୍କୁ ମୋ ଭିତରେ କେଉଁ କେଉଁ ଗୁଣ ଦେଖାଯାଏ ?’