୨୦-୨୬ ନଭେମ୍ବର
ଆୟୁବ ୧୮-୧୯
ଗୀତ ୪୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଆୟୁ ୧୯:୧, ୨—ନିଜ ଖରାପ ସାଙ୍ଗମାନଙ୍କ କଥା ଶୁଣି ଆୟୁବ ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୯୪-ଇଂ ୧୦/୧ ପୃ ୩୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଆୟୁ ୧୮:୧-୨୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା କରନ୍ତୁ । ତାʼପରେ ସେହି ବ୍ୟକ୍ତିକୁ ସଭା ପାଇଁ ଡାକନ୍ତୁ ଏବଂ ରାଜ୍ୟଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ଭାଷଣ: (୫ ମି.) ପ୍ର୨୦.୧୦-ହି ପୃ ୧୭ ¶୧୦-୧୧—ବିଷୟ: ବିଦ୍ୟାର୍ଥୀମାନଙ୍କୁ ମଣ୍ଡଳୀର ଭାଇଭଉଣୀମାନଙ୍କ ସହ ସାଙ୍ଗ ହେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ମିତ୍ର ହୁଅ—ଅନ୍ୟମାନଙ୍କୁ ସାହାଯ୍ୟ କର: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ପିଲାମାନେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବେ ?
ଆପଣ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବା ପାଇଁ ଚାହାନ୍ତି ?
“ବୈଥେଲର ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଗୋଟିଏ ବଢ଼ିଆ ବ୍ୟବସ୍ଥା”: (୧୦ ମି.) ୧୬ ପୃଷ୍ଠା ଦେଖନ୍ତୁ । ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୭ ¶୧-୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୩ ଏବଂ ପ୍ରାର୍ଥନା