इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଧାର୍ମିକତା ଧନ-ସମ୍ପତ୍ତି ଉପରେ ନିର୍ଭର କରେନି

ଧାର୍ମିକତା ଧନ-ସମ୍ପତ୍ତି ଉପରେ ନିର୍ଭର କରେନି

ସୋଫର କହିଲା ଯେ ଈଶ୍ୱର ଦୁଷ୍ଟର ସମ୍ପତ୍ତି ଲୁଟି ନିଅନ୍ତି । ସେ ଏପରି କହି ପ୍ରମାଣ କରିବାକୁ ଚାହୁଁଥିଲା ଯେ ଆୟୁବ ମଧ୍ୟ ଦୁଷ୍ଟ ଅଟନ୍ତି (ଆୟୁ ୨୦:୫, ୧୦, ୧୫)

ଆୟୁବ ଉତ୍ତର ଦେଲେ, ‘ତାହେଲେ ଦୁଷ୍ଟମାନେ କାହିଁକି ସ୍ଥିରୀକୃତ ହୁଅନ୍ତି ?’ (ଆୟୁ ୨୧:୭-୯)

ଯୀଶୁଙ୍କ ଉଦାହରଣରୁ ଜଣାପଡ଼େ ଯେ ଜଣେ ଧାର୍ମିକ ଲୋକ ଗରିବ ମଧ୍ୟ ହୋଇପାରେ (ଲୂକ ୯:୫୮)

ଚିନ୍ତନ ପାଇଁ: ଜଣେ ଧାର୍ମିକ ଲୋକ ଧନୀ ଥାଉ ବା ଗରିବ, ତାʼପାଇଁ କେଉଁ କଥା ସବୁଠାରୁ ଅଧିକ ମହତ୍ତ୍ୱ ରଖେ ?—ଲୂକ ୧୨:୨୧; ପ୍ର୦୭-ହି ୮/୧ ପୃ ୩୦ ¶୧୨.