इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ ?”

“ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ ?”

ଇଲୀଫସ୍‌ ଦାବି କଲା ଯେ ଈଶ୍ୱରଙ୍କ ଦୃଷ୍ଟିରେ ମଣିଷମାନଙ୍କ କୌଣସି ମୂଲ୍ୟ ନାହିଁ (ଆୟୁ ୨୨:୧, ୨; ପ୍ର୦୫-ହି ୯/୧୫ ପୃ ୨୭ ¶୧-୩)

ଇଲୀଫସ୍‌ ଏହା ବି ଦାବି କଲା ଯେ ଆମେ ଧାର୍ମିକ ଥିଲେ ମଧ୍ୟ ଯିହୋବାଙ୍କୁ କୌଣସି ଫରକ ପଡ଼େନି (ଆୟୁ ୨୨:୩; ପ୍ର୯୫-ହି ୨/୧୫ ପୃ ୨୭-୨୮ ¶୬)

ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତେବେ ଯିହୋବା ଶୟତାନକୁ ଉତ୍ତର ଦେଇପାରିବେ ଯିଏ ତାଙ୍କ ନିନ୍ଦା କରେ (ହିତୋ ୨୭:୧୧; ପ୍ର୦୩-ହି ୪/୧୫ ପୃ ୧୪-୧୫ ¶୧୦-୧୨)

ଚିନ୍ତନ ପାଇଁ: ଆପଣ ସର୍ବଶକ୍ତିମାନ ଈଶ୍ୱରଙ୍କ କାମରେ ଆସିପାରିବେ, ଏହାଜାଣି ଆପଣଙ୍କୁ କିପରି ଲାଗେ ?