ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?”
ମଣିଷ ଯାହା ବି କରିଲେ ମଧ୍ୟ, ମୃତ୍ୟୁରୁ ବଞ୍ଚିପାରିବନି ଓ ମରିଯାଇଥିବା ଲୋକକୁ ପୁଣିଥରେ ଜୀବିତ କରିପାରିବନି (ଆୟୁ ୧୪:୧, ୨, ୪, ୧୦; ପ୍ର୯୯-ହି ୧୦/୧୫ ପୃ ୩ ¶୧-୩)
ତଥାପି ଆଶା ଅଛି ଯେ ମରିଯାଇଥିବା ଲୋକମାନେ ପୁଣିଥରେ ଜୀବିତ ହୋଇପାରିବେ (ଆୟୁ ୧୪:୭-୯; ପ୍ର୧୫-ହି ୪/୧୫ ପୃ ୩୨ ¶୧-୨)
ଯିହୋବାଙ୍କ ପାଖରେ ନିଜ ସେବକମାନଙ୍କୁ ପୁଣିଥରେ ଜୀବିତ କରିବାର କେବଳ ଶକ୍ତି ନାହିଁ, ବରଂ ସେ ଏପରି କରିବା ପାଇଁ ବହୁତ ଆଗ୍ରହୀ (ଆୟୁ ୧୪:୧୪, ୧୫; ପ୍ର୧୧-ହି ୭/୧ ପୃ ୧୦ ¶୫)
ଚିନ୍ତନ ପାଇଁ: ଯିହୋବା ନିଜ ସେବକମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ କାହିଁକି ଆଗ୍ରହୀ ? ଏହାଜାଣି ଆପଣ ଯିହୋବାଙ୍କ ପାଇଁ କିପରି ଅନୁଭବ କରନ୍ତି ?