इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୧-୧୭ ନଭେମ୍ବର

ଗୀତସଂହିତା ୧୦୬

୧୧-୧୭ ନଭେମ୍ବର

ଗୀତ ୩୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାସୋରିଲେ”

(୧୦ ମି.)

ଯେବେ ଇସ୍ରାଏଲୀୟମାନେ ଡରିଗଲେ, ତେବେ ସେମାନେ ଯିହୋବାଙ୍କ ସହ ବିଦ୍ରୋହ କଲେ (ଯାତ୍ରା ୧୪:୧୧, ୧୨; ଗୀତ ୧୦୬:୭-୯)

ଯେବେ ଇସ୍ରାଏଲୀୟମାନଙ୍କୁ ଭୋକ ଓ ଶୋଷ ଲାଗିଲା, ତେବେ ସେମାନେ ଯିହୋବାଙ୍କ ବିରୁଦ୍ଧରେ କଥା ହେଲେ (ଯାତ୍ରା ୧୫:୨୪; ୧୬:୩, ୮; ୧୭:୨, ୩; ଗୀତ ୧୦୬:୧୩, ୧୪)

ଯେବେ ଇସ୍ରାଏଲୀୟମାନଙ୍କୁ ଚିନ୍ତା ହେବାକୁ ଲାଗିଲା, ତେବେ ସେମାନେ ମୂର୍ତ୍ତିପୂଜା କରିବାକୁ ଲାଗିଲେ (ଯାତ୍ରା ୩୨:୧; ଗୀତ ୧୦୬:୧୯-୨୨; ପ୍ର୧୮.୦୭-ହି ପୃ ୨୦ ¶୧୩)

ଚିନ୍ତନ ପାଇଁ: ଯେବେ ସମସ୍ୟା ଆସେ, ତେବେ ଆମକୁ କାହିଁକି ମନେ ରଖିବା ଉଚିତ୍‌ ଯେ ଯିହୋବା ପୂର୍ବେ କିପରି ଆମକୁ ସାହାଯ୍ୟ କରିଥିଲେ ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୦୬:୩୬, ୩୭—ମୂର୍ତ୍ତିପୂଜା କରିବା ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବଳିଦାନ ଚଢ଼ାଇବା ଭିତରେ କʼଣ ସମ୍ପର୍କ ଅଛି ? (ପ୍ର୦୬-ହି ୮/୧ ପୃ ୬ ¶୯)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ସହଜ ଉପାୟରେ ଶିଖାନ୍ତୁ—ଯୀଶୁ କʼଣ କଲେ ?

(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ ତାʼପରେ ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. ସହଜ ଉପାୟରେ ଶିଖାନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୭୮

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୭ ଏବଂ ପ୍ରାର୍ଥନା