୨୫ ନଭେମ୍ବର–୧ ଡିସେମ୍ବର
ଗୀତସଂହିତା ୧୦୯–୧୧୨
ଗୀତ ୧୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ରାଜା ଯୀଶୁଙ୍କ ସହଯୋଗ କରନ୍ତୁ
(୧୦ ମି.)
ସ୍ୱର୍ଗ ଯିବା ପରେ ଯୀଶୁ, ଯିହୋବାଙ୍କ ଦକ୍ଷିଣରେ ବସିଲେ (ଗୀତ ୧୧୦:୧; ପ୍ର୦୬-ହି ୯/୧ ପୃ ୧୮ ¶୬)
୧୯୧୪ ମସିହାରୁ ଯୀଶୁ ନିଜ ଶତ୍ରୁମାନଙ୍କ ଉପରେ ଜୟ ହାସଲ କରିବାକୁ ଲାଗିଲେ (ଗୀତ ୧୧୦:୨; ପ୍ର୦୦-ହି ୪/୧ ପୃ ୧୮ ¶୩)
ଯେବେ ଆମେ ନିଜ ପରିସ୍ଥିତି ଅନୁସାରେ ଅଧିକରୁ ଅଧିକ ସେବାରେ ଲାଗି ରହୁ, ତେବେ ଆମେ ଯୀଶୁଙ୍କ ରାଜ୍ୟର ସହଯୋଗ କରୁ (ଗୀତ ୧୧୦:୩; ସେବା ସ୍କୁଲ ପୃ ୭୬ ¶୨)
ନିଜକୁ ପଚାରନ୍ତୁ: ‘ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରିବା ପାଇଁ ମୁଁ କେଉଁ କେଉଁ ଲକ୍ଷ୍ୟ ରଖିପାରିବି ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୧୧୦:୪—ଏହି ପଦରେ କେଉଁ ନିୟମ ବିଷୟରେ କୁହାଯାଇଛି ? ବୁଝାନ୍ତୁ । (ଇନସାଇଟ୍-୧ ପୃ ୫୨୪ ¶୨)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୦୯:୧-୨୬ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୨ ମି.) ଘର ଘର ପ୍ରଚାର । ଗୋଟିଏ ଟ୍ରାକ୍ଟର ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
୫. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୨୩—ବିଷୟ: ଯିହୋବାଙ୍କ ସାକ୍ଷୀମାନେ କାହିଁକି ଯୁଦ୍ଧରେ ଭାଗ ନିଅନ୍ତି ନାହିଁ ? (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)
୬. ବାଇବଲ ଅଧ୍ୟୟନ ସମୟରେ
ଗୀତ ୭୨
୭. ଆମେ ଈଶ୍ୱରଙ୍କ ରାଜ୍ୟକୁ କିପରି ସହଯୋଗ କରିପାରିବା ?
(୧୫ ମି.) ଆଲୋଚନା ।
ଯିହୋବାଙ୍କ ରାଜ୍ୟ ଏହି କଥାର ପ୍ରମାଣ ଅଟେ ଯେ ସେ ହିଁ ସ୍ୱର୍ଗ ଓ ପୃଥିବୀର ରାଜା ଅଟନ୍ତି । (ଦାନି ୨:୪୪, ୪୫) ସେଥିପାଇଁ ଯେବେ ଆମେ ପ୍ରତ୍ୟେକ ମାମଲାରେ ତାଙ୍କ ରାଜ୍ୟକୁ ସହଯୋଗ କରୁ, ତେବେ ଆମେ ଦେଖାଉ ଯେ ଆମକୁ ଏହି କଥା ଉପରେ ପୂରା ଭରସା ଅଛି ଯେ ଯିହୋବାଙ୍କଠାରୁ ଭଲ ରାଜା ଆଉ କେହି ନାହାନ୍ତି ।
ସର୍ବଦା ‘ଶାନ୍ତିର ରାଜାର’ ସହଯୋଗ କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଆମେ ଈଶ୍ୱରଙ୍କ ରାଜ୍ୟକୁ କିପରି ସହଯୋଗ କରିପାରିବା ?
ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରିବା ପାଇଁ ଆଗକୁ ଭିନ୍ନ ଭିନ୍ନ ଉପାୟ ବିଷୟରେ କୁହାଯାଇଛି । ପ୍ରତ୍ୟେକ ଉପାୟ ସହ ଜଡ଼ିତ ଗୋଟିଏ ପଦ ଲେଖନ୍ତୁ ।
-
ଆମେ ଈଶ୍ୱରଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉ ।
-
ଆମେ ଈଶ୍ୱରଙ୍କ ରାଜ୍ୟର ଯେଉଁ ନୈତିକ ସ୍ତର ରହିଛି ତାʼ ଅନୁସାରେ ଚାଲୁ ।
-
ଆମେ ଉତ୍ସାହର ସହ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହୁ ।
-
ଆମେ ସରକାରର କଥା ମାନୁ, କିନ୍ତୁ ଯେବେ ଈଶ୍ୱରଙ୍କ ଆଜ୍ଞା ବିରୁଦ୍ଧରେ କୌଣସି ନିୟମ ଥାଏ, ତେବେ ଆମେ କେବଳ ଈଶ୍ୱରଙ୍କ କଥା ମାନୁ ।
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୨-ହି ଅଧ୍ୟୟନ ଲେଖା ୬ ¶୧୫-୧୯