इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨-୮ ଡିସେମ୍ବର

ଗୀତସଂହିତା ୧୧୩–୧୧୮

୨-୮ ଡିସେମ୍ବର

ଗୀତ ୧୨୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମେ ଯିହୋବାଙ୍କୁ କିପରି କୃତଜ୍ଞତା ଦେଖାଇପାରିବା ?

(୧୦ ମି.)

ଯିହୋବା ଆମକୁ “ରକ୍ଷା” କରନ୍ତି, ଆମର “ମଙ୍ଗଳ” କରନ୍ତି ଏବଂ ଆମକୁ ସମସ୍ୟାଗୁଡ଼ିକରୁ ‘ଉଦ୍ଧାର’ କରନ୍ତି (ଗୀତ ୧୧୬:୬-୮; ପ୍ର୦୧-ହି ୧/୧ ପୃ ୧୧ ¶୧୩)

ଯିହୋବାଙ୍କ ନିୟମ ଓ ଶିକ୍ଷାଗୁଡ଼ିକୁ ମାନି ଆମେ ତାଙ୍କୁ କୃତଜ୍ଞତା ଦେଖାଇପାରିବା (ଗୀତ ୧୧୬:୧୨, ୧୪; ପ୍ର୦୯-ହି ୭/୧୫ ପୃ ୨୯ ¶୪-୫)

ଯିହୋବାଙ୍କୁ “ଧନ୍ୟବାଦାର୍ଥକ ବଳି” ଉତ୍ସର୍ଗ କରି ଆମେ ତାଙ୍କୁ କୃତଜ୍ଞତା ଦେଖାଇପାରିବା (ଗୀତ ୧୧୬:୧୭; ପ୍ର୧୯.୧୧-ହି ପୃ ୨୨-୨୩ ¶୯-୧୧)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୧୬:୧୫—ଏହି ପଦରେ ଈଶ୍ୱରଙ୍କ “ସଦ୍‌ଭକ୍ତ” ଅର୍ଥାତ୍‌ ବିଶ୍ୱସ୍ତ ଲୋକ କାହାକୁ କୁହାଯାଇଛି ? (ପ୍ର୧୨-ହି ୫/୧୫ ପୃ ୨୨ ¶୧-୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. ବିନା ଡରି ପରାମର୍ଶ ଦିଅନ୍ତୁ—ଯୀଶୁ କʼଣ କଲେ ?

୫. ବିନା ଡରି ପରାମର୍ଶ ଦିଅନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୬୦

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୨୯ ଏବଂ ପ୍ରାର୍ଥନା