୨-୮ ଡିସେମ୍ବର
ଗୀତସଂହିତା ୧୧୩–୧୧୮
ଗୀତ ୧୨୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆମେ ଯିହୋବାଙ୍କୁ କିପରି କୃତଜ୍ଞତା ଦେଖାଇପାରିବା ?
(୧୦ ମି.)
ଯିହୋବା ଆମକୁ “ରକ୍ଷା” କରନ୍ତି, ଆମର “ମଙ୍ଗଳ” କରନ୍ତି ଏବଂ ଆମକୁ ସମସ୍ୟାଗୁଡ଼ିକରୁ ‘ଉଦ୍ଧାର’ କରନ୍ତି (ଗୀତ ୧୧୬:୬-୮; ପ୍ର୦୧-ହି ୧/୧ ପୃ ୧୧ ¶୧୩)
ଯିହୋବାଙ୍କ ନିୟମ ଓ ଶିକ୍ଷାଗୁଡ଼ିକୁ ମାନି ଆମେ ତାଙ୍କୁ କୃତଜ୍ଞତା ଦେଖାଇପାରିବା (ଗୀତ ୧୧୬:୧୨, ୧୪; ପ୍ର୦୯-ହି ୭/୧୫ ପୃ ୨୯ ¶୪-୫)
ଯିହୋବାଙ୍କୁ “ଧନ୍ୟବାଦାର୍ଥକ ବଳି” ଉତ୍ସର୍ଗ କରି ଆମେ ତାଙ୍କୁ କୃତଜ୍ଞତା ଦେଖାଇପାରିବା (ଗୀତ ୧୧୬:୧୭; ପ୍ର୧୯.୧୧-ହି ପୃ ୨୨-୨୩ ¶୯-୧୧)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୧୧୬:୧୫—ଏହି ପଦରେ ଈଶ୍ୱରଙ୍କ “ସଦ୍ଭକ୍ତ” ଅର୍ଥାତ୍ ବିଶ୍ୱସ୍ତ ଲୋକ କାହାକୁ କୁହାଯାଇଛି ? (ପ୍ର୧୨-ହି ୫/୧୫ ପୃ ୨୨ ¶୧-୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୧୬:୧–୧୧୭:୨ (ଶିଖାଇବା ଅଧ୍ୟୟନ ୨)
୪. ବିନା ଡରି ପରାମର୍ଶ ଦିଅନ୍ତୁ—ଯୀଶୁ କʼଣ କଲେ ?
(୭ ମି.) ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।
୫. ବିନା ଡରି ପରାମର୍ଶ ଦିଅନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
(୮ ମି.) ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।
ଗୀତ ୬୦
୬. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୭. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୨-ହି ଅଧ୍ୟୟନ ଲେଖା ୭ ¶୧-୯