इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୩୦ ଡିସେମ୍ବର, ୨୦୨୪–୫ ଜାନୁୟାରୀ, ୨୦୨୫

ଗୀତସଂହିତା ୧୨୦–୧୨୬

୩୦ ଡିସେମ୍ବର, ୨୦୨୪–୫ ଜାନୁୟାରୀ, ୨୦୨୫

ଗୀତ ୧୪୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବାବିଲରୁ ମୁକ୍ତ ହୋଇଥିବା ଇସ୍ରାଏଲୀୟମାନେ ଖୁସିର ସହ ଫସଲ ଅମଳ କରୁଛନ୍ତି, କାରଣ ଯିହୋବା ସେମାନଙ୍କ ପରିଶ୍ରମ ଉପରେ ଆଶିଷ ଦେଇଛନ୍ତି

୧. ସେମାନେ କାନ୍ଦି କାନ୍ଦି ବୁଣିଲେ କିନ୍ତୁ ଆନନ୍ଦ କରି କାଟିଲେ

(୧୦ ମି.)

ଯେବେ ଇସ୍ରାଏଲୀୟମାନଙ୍କୁ ଶୁଦ୍ଧ ଉପାସନା କରିବା ପାଇଁ ବାବିଲରୁ ମୁକ୍ତ କରାଗଲା, ତେବେ ସେମାନଙ୍କୁ ବହୁତ ଖୁସି ଲାଗିଲା (ଗୀତ ୧୨୬:୧-୩)

ଯିହୁଦା ଫେରିବା ପରେ ଇସ୍ରାଏଲୀୟମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ତେଣୁ ହୁଏତ ସେମାନଙ୍କୁ ବହୁତ କଷ୍ଟ ପହଞ୍ଚିଥିବ (ଗୀତ ୧୨୬:୫; ପ୍ର୦୪-ହି ୬/୧ ପୃ ୧୬ ¶୧୦)

ତଥାପି ଇସ୍ରାଏଲୀୟମାନେ ହାର ମାନିଲେନି ଏବଂ ତାʼପାଇଁ ସେମାନଙ୍କୁ ଅନେକ ଆଶିଷ ମିଳିଲା (ଗୀତ ୧୨୬:୬; ପ୍ର୨୧.୧୧-ହି ପୃ ୨୪-୨୫ ¶୧୭; ପ୍ର୦୧-ହି ୭/୧୫ ପୃ ୧୮-୧୯ ¶୧୩-୧୪; ଚିତ୍ର ଦେଖନ୍ତୁ)

ଚିନ୍ତନ ପାଇଁ: ହର୍ମିଗିଦ୍ଦୋନ୍‌ରୁ ରକ୍ଷା ପାଇ ଯେତେବେଳେ ଆମେ ନୂଆ ଦୁନିଆରେ ଯିବା ଆଉ ସବୁକିଛି ପୁଣିଥରେ ଆରମ୍ଭରୁ ତିଆରି କରିବା, ସେତେବେଳେ ଆମ ଆଗରେ କେଉଁ ସମସ୍ୟାଗୁଡ଼ିକ ଆସିବ ? କିନ୍ତୁ ଆମକୁ କେଉଁ ଆଶିଷଗୁଡ଼ିକ ମଧ୍ୟ ମିଳିବ ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଘରମାଲିକ କହିଥିଲେ ଯେ ତାଙ୍କୁ ବାଇବଲ ଉପରେ ଭରସା କରିବା କଠିନ ଲାଗେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୬. ବାଇବଲ ଅଧ୍ୟୟନ ସମୟରେ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୫

୭. ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକରୁ ଖୁସି ପାଆନ୍ତୁ

(୧୫ ମି.) ଆଲୋଚନା ।

ଯିହୋବା ବାବିଲର ବନ୍ଦୀରେ ଥିବା ଇସ୍ରାଏଲୀୟମାନଙ୍କୁ ଯାହା ବି ପ୍ରତିଜ୍ଞା କରିଥିଲେ, ସେସବୁକୁ ସେ ପୂରା କଲେ । ସେ ସେମାନଙ୍କୁ ବନ୍ଦୀରୁ ମୁକ୍ତ କଲେ ଏବଂ ସେମାନଙ୍କ ଅପରାଧ କ୍ଷମା କଲେ । (ଯିଶା ୩୩:୨୪) ଯେବେ ଇସ୍ରାଏଲୀୟମାନେ ବନ୍ଦୀରେ ଥିଲେ ସେସମୟରେ ସେମାନଙ୍କ ଦେଶରେ ସିଂହ ଏବଂ ଅନ୍ୟ ଜଙ୍ଗଲୀ ଜୀବଜନ୍ତୁମାନଙ୍କ ସଂଖ୍ୟା ବଢ଼ିଗଲା । ତେଣୁ ଯେବେ ଇସ୍ରାଏଲୀୟମାନେ ଫେରିଲେ, ତେବେ ସେମାନଙ୍କୁ ଏବଂ ସେମାନଙ୍କ ପୋଷା ଜୀବଜନ୍ତୁମାନଙ୍କୁ ସୁରକ୍ଷାର ଦରକାର ଥିଲା । ଆଉ ଯିହୋବା ନିଶ୍ଚୟ ସେମାନଙ୍କର ସୁରକ୍ଷା କରିଥିବେ । (ଯିଶା ୬୫:୨୫) ତାଙ୍କ ପ୍ରତିଜ୍ଞା ଅନୁସାରେ, ଇସ୍ରାଏଲୀୟମାନଙ୍କୁ ନିଜ ଘରେ ରହିବାର ଏବଂ ଅଙ୍ଗୁର ବଗିଚାର ଫଳ ଖାଇ ତାʼର ସୁଖ ଭୋଗ କରିବାର ମଧ୍ୟ ସୁଯୋଗ ମିଳିଲା । (ଯିଶା ୬୫:୨୧) କେବଳ ଏତିକି ନୁହେଁ, ଈଶ୍ୱର ସେମାନଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଆଶିଷ ଦେଲେ ଏବଂ ସେମାନେ ଲମ୍ବା ସମୟ ଯାଏ ବଞ୍ଚି ରହିପାରିଲେ ।—ଯିଶା ୬୫:୨୨, ୨୩.

Waterfall: Maridav/stock.adobe.com; mountains: AndreyArmyagov/stock.adobe.com

ଈଶ୍ୱର ଶାନ୍ତି ଆଣିବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି, ସେଥିରୁ ଖୁସି ପାଆନ୍ତୁ—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ଭବିଷ୍ୟତବାଣୀଗୁଡ଼ିକ ଆଜି କିପରି ପୂରା ହେଉଛି ?

  • ନୂଆ ଦୁନିଆରେ ଏହି ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେବ ?

  • ଆପଣ କେଉଁ ଭବିଷ୍ୟତବାଣୀକୁ ପୂରା ହେବାର ଦେଖିବା ପାଇଁ ଚାହାନ୍ତି ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୮ ଏବଂ ପ୍ରାର୍ଥନା