୯-୧୫ ଡିସେମ୍ବର
ଗୀତସଂହିତା ୧୧୯:୧-୫୬
ଗୀତ ୧୨୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. “ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ ?”
(୧୦ ମି.)
ସାବଧାନ ରହନ୍ତୁ (ଗୀତ ୧୧୯:୯; ପ୍ର୮୭-ଇଂ ୧୧/୧ ପୃ ୧୮ ¶୧୦)
ଈଶ୍ୱର ଆମକୁ ଯେଉଁ ପରାମର୍ଶଗୁଡ଼ିକୁ ମନେ ପକାନ୍ତି, ସେଗୁଡ଼ିକୁ ଧରି ରଖନ୍ତୁ (ଗୀତ ୧୧୯:୨୪, ୩୧, ୩୬; ପ୍ର୦୬-ହି ୭/୧ ପୃ ୧୭ ¶୧)
ଖରାପ ଜିନିଷରୁ ନିଜକୁ ଦୂରେଇ ରଖନ୍ତୁ (ଗୀତ ୧୧୯:୩୭; ପ୍ର୧୦-ହି ୪/୧୫ ପୃ ୨୦ ¶୨)
ନିଜକୁ ପଚାରନ୍ତୁ: ‘କେଉଁ ନିର୍ଦ୍ଦେଶ ମାନିଲେ ମୋତେ ଖରାପ ଭାବନା, କଥା ଓ କାମଗୁଡ଼ିକରୁ ଦୂରେଇ ରହିବା ପାଇଁ ସାହାଯ୍ୟ ମିଳିବ ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୧୧୯—ଗୀତ ୧୧୯ ଅଧ୍ୟାୟକୁ କେଉଁ ଭଳି ଲେଖାଯାଇଛି ଓ କାହିଁକି ? (ପ୍ର୦୫-ହି ୪/୧୫ ପୃ ୧୦ ¶୨)
ଏ ସପ୍ତାହର ପଦଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୧୯:୧-୩୨ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଆପଣ ପ୍ରଚାର କରିବା ପାଇଁ ଗୋଟିଏ ଘରରୁ ଅନ୍ୟ ଘରକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି । ତାଙ୍କ ସହ କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଗତଥର ଘରମାଲିକ ଆପଣଙ୍କୁ କହିଥିଲେ ଯେ କିଛି ସମୟ ପୂର୍ବେ ତାଙ୍କର କେହି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ଯୁବକ-ଯୁବତୀମାନଙ୍କ ପ୍ରଶ୍ନ ୮୩—ବିଷୟ: ଯଦି କିଛି ଖରାପ କାମ କରିବାକୁ ଇଚ୍ଛା ହୁଏ, ତାହେଲେ ମୁଁ ନିଜକୁ କିପରି ରୋକିବି ? (ଶିଖାଇବା ଅଧ୍ୟୟନ ୨୦)
ଗୀତ ୪୦
୭. ସଂଗଠନକୁ ମିଳିଥିବା ସଫଳତା
(୧୦ ମି.) ଡିସେମ୍ବର ମାସର ଭିଡିଓ ଦେଖାନ୍ତୁ ।
୮. ମଣ୍ଡଳୀର ଆବଶ୍ୟକତା
(୫ ମି.)
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୨-ହି ଅଧ୍ୟୟନ ଲେଖା ୭ ¶୧୦-୧୭