इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୯-୧୫ ଡିସେମ୍ବର

ଗୀତସଂହିତା ୧୧୯:୧-୫୬

୯-୧୫ ଡିସେମ୍ବର

ଗୀତ ୧୨୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ ?”

(୧୦ ମି.)

ସାବଧାନ ରହନ୍ତୁ (ଗୀତ ୧୧୯:୯; ପ୍ର୮୭-ଇଂ ୧୧/୧ ପୃ ୧୮ ¶୧୦)

ଈଶ୍ୱର ଆମକୁ ଯେଉଁ ପରାମର୍ଶଗୁଡ଼ିକୁ ମନେ ପକାନ୍ତି, ସେଗୁଡ଼ିକୁ ଧରି ରଖନ୍ତୁ (ଗୀତ ୧୧୯:୨୪, ୩୧, ୩୬; ପ୍ର୦୬-ହି ୭/୧ ପୃ ୧୭ ¶୧)

ଖରାପ ଜିନିଷରୁ ନିଜକୁ ଦୂରେଇ ରଖନ୍ତୁ (ଗୀତ ୧୧୯:୩୭; ପ୍ର୧୦-ହି ୪/୧୫ ପୃ ୨୦ ¶୨)

ନିଜକୁ ପଚାରନ୍ତୁ: ‘କେଉଁ ନିର୍ଦ୍ଦେଶ ମାନିଲେ ମୋତେ ଖରାପ ଭାବନା, କଥା ଓ କାମଗୁଡ଼ିକରୁ ଦୂରେଇ ରହିବା ପାଇଁ ସାହାଯ୍ୟ ମିଳିବ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଆପଣ ପ୍ରଚାର କରିବା ପାଇଁ ଗୋଟିଏ ଘରରୁ ଅନ୍ୟ ଘରକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି । ତାଙ୍କ ସହ କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଘରମାଲିକ ଆପଣଙ୍କୁ କହିଥିଲେ ଯେ କିଛି ସମୟ ପୂର୍ବେ ତାଙ୍କର କେହି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ଯୁବକ-ଯୁବତୀମାନଙ୍କ ପ୍ରଶ୍ନ ୮୩—ବିଷୟ: ଯଦି କିଛି ଖରାପ କାମ କରିବାକୁ ଇଚ୍ଛା ହୁଏ, ତାହେଲେ ମୁଁ ନିଜକୁ କିପରି ରୋକିବି ? (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୦

୭. ସଂଗଠନକୁ ମିଳିଥିବା ସଫଳତା

(୧୦ ମି.) ଡିସେମ୍ବର ମାସର ଭିଡିଓ ଦେଖାନ୍ତୁ

୮. ମଣ୍ଡଳୀର ଆବଶ୍ୟକତା

(୫ ମି.)

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୨୧ ଏବଂ ପ୍ରାର୍ଥନା