ମାଲାବିରେ ଅବେଶନ ପାଇଁ ଆସିବା ଭାଇଭଉଣୀମାନେ ସନ୍ଧ୍ୟାରେ JW ସାରଣ ଦେଖୁଛନ୍ତି

ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ନଭେମ୍ବର ୨୦୧୯

ପ୍ରଚାର କରିବାର ନମୁନା

ଜୀବନର ଉଦ୍ଦେଶ୍ୟ ଏବଂ ଭବିଷ୍ୟତ ପାଇଁ ଈଶ୍ୱର କରିଥିବା ପ୍ରତିଜ୍ଞା ବିଷୟରେ ପ୍ରଚାର କରିବାର ନମୁନା ସିରିଜ୍‌ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ

ସଂସାର ଓ ଏହାର ପ୍ରଲୋଭନଗୁଡ଼ିକରେ ପଡ଼ି ଯିହୋବାଙ୍କଠାରୁ ଦୁରେଇ ନ ଯିବା ପାଇଁ ଆମକୁ କʼଣ ସାହାଯ୍ୟ କରିବ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ

ଖ୍ରୀଷ୍ଟିୟାନ ଯୋଡ଼ାଙ୍କୁ ଏହି ବିଶେଷ ଦିନ ପାଇଁ କେଉଁ ବାଇବଲ ସିଦ୍ଧାନ୍ତଗୁଡ଼ିକ ସାହାଯ୍ୟ କରିବ, ଯାହାଫଳରେ ସେମାନେ ଶୁଦ୍ଧ ବିବେକ ରଖିପାରିବେ ଏବଂ ସେମାନଙ୍କ ମନରେ କୌଣସି ଅବଶୋଷ ରହିବ ନାହିଁ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସତ୍ୟରେ ସ୍ଥିର ରହିବା ପାଇଁ ଆମକୁ ଯୁଦ୍ଧ କରିବାକୁ ହେବ

ଆମେ କିପରି ‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରୁ’ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

‘ଆମ୍ଭେ ତୁମ୍ଭର କର୍ମ ଜାଣୁ’

ପ୍ରତ୍ୟେକ ମଣ୍ଡଳୀରେ କʼଣ ହେଉଛି ଯୀଶୁ ଜାଣନ୍ତି ଏବଂ ପ୍ରାଚୀନମାନଙ୍କ ସମୂହ ଉପରେ ତାହାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ

ଆମକୁ କାହିଁକି ଲାଗେ ଯେ ଆମକୁ ଯାହା ଆବଶ୍ୟକ, ତାହା ପ୍ରତ୍ୟେକ ଅଧିବେଶନରେ ସଠିକ୍‌ ସମୟରେ ମିଳିଥାଏ ? ସପ୍ତାହ ମଝିରେ ହେଉଥିବା ମଣ୍ଡଳୀର ସଭା କାହିଁକି ବ୍ୟବହାରିକ ହୋଇଥାଏ ଏବଂ ଆମ ଭିତରେ ଉତ୍ସାହ ଭରିଦିଏ ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଚାରି ଅଶ୍ୱାରୋହୀଙ୍କର ଦୌଡ଼

ଆଜି ଆମେ ପ୍ରକାଶିତ ବାକ୍ୟର ଚାରି ଅଶ୍ୱାରୋହୀଙ୍କର ଦୌଡ଼ ଲାକ୍ଷଣିକ ଭାବେ ପୂରଣ ହେଉଥିବାର ଦେଖୁଛୁ । ପ୍ରତ୍ୟେକ ଅଶ୍ୱ କାହାକୁ ସୂଚାଏ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି

ଆମ ଅଞ୍ଚଳରେ ଓ ବିଶ୍ୱବ୍ୟାପୀ ଚାଲିଥିବା ଯିହୋବାଙ୍କ ସାକ୍ଷୀମାନଙ୍କର କାମକୁ ସହଯୋଗ କରିବା ପାଇଁ ଆମେ କିପରି ସ୍ୱେଚ୍ଛାରେ ଦାନ ଦେଇପାରିବା ?