इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୮-୨୪ ନଭେମ୍ବର

ପ୍ରକାଶିତ ବାକ୍ୟ ୧-୩

୧୮-୨୪ ନଭେମ୍ବର
  • ଗୀତ ୧୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଆମ୍ଭେ ତୁମ୍ଭର କର୍ମ ଜାଣୁ”: (୧୦ ମି.)

    • [ପ୍ରକାଶିତ ବାକ୍ୟ ବହିର ପରିଚୟ  ନାମକ ଭିଡିଓ ଦେଖାନ୍ତୁ ।]

    • ପ୍ରକା ୧:୨୦—ପ୍ରାଚୀନମାନଙ୍କ ସମୂହ ଉପରେ ଯୀଶୁଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି (ପ୍ର୧୨-ଇଂ ୧୦/୧୫ ୧୪ ¶୮)

    • ପ୍ରକା ୨:୧, ୨—ଯୀଶୁ ଜାଣନ୍ତି ଯେ ପ୍ରତ୍ୟେକ ମଣ୍ଡଳୀରେ କʼଣ ହେଉଛି (ପ୍ର୧୨-ହି ୪/୧୫ ୨୯ ¶୧୧; ପ୍ର୦୧-ହି ୧/୧୫ ୨୦-୨୧ ¶୨୦)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୧:୭—କେବେ ଓ କିପରି ପ୍ରତ୍ୟେକ ଚକ୍ଷୁ ଯୀଶୁଙ୍କୁ “ମେଘମାଳାରେ ଆଗମନ” କରିବା ଦେଖିବ ? [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୨୨୬ ¶୧୦]

    • ପ୍ରକା ୨:୭—“ଈଶ୍ୱରଙ୍କ ପାରଦୀଶରେ ଥିବା ଜୀବନବୃକ୍ଷର ଫଳ” ଖାଇବାର ଅର୍ଥ କʼଣ ? (ପ୍ର୦୯-ଇଂ ୧/୧୫ ୩୧ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୧:୧-୧୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ