୪-୧୦ ନଭେମ୍ବର
୧ ଯୋହନ ୧-୫
ଗୀତ ୧୨୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ”: (୧୦ ମି.)
[୧ ଯୋହନ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
୧ ଯୋହ ୨:୧୫, ୧୬—‘ସଂସାରରେ ଥିବା ସମସ୍ତ ବିଷୟ ସଂସାରରୁ ଉତ୍ପନ୍ନ ହୁଏ,’ ପିତାଙ୍କଠାରୁ ନୁହେଁ (ପ୍ର୦୫-ହି ୧/୧ ୧୦ ¶୧୩)
୧ ଯୋହ ୨:୧୭—ସଂସାର ଓ ସେଥିର ଅଭିଳାଷ ଅନିତ୍ୟ (ପ୍ର୧୩-ହି ୮/୧୫ ୨୭ ¶୧୮)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧ଯୋହ ୨:୭, ୮—ଯୋହନ ଯେଉଁ ଆଜ୍ଞା ବିଷୟରେ ଉଲ୍ଲେଖ କଲେ, ତାହା କିପରି ଉଭୟ ନୂତନ ଓ ପୂରାତନ ଥିଲା ? (ପ୍ର୧୩-ହି ୯/୧୫ ୧୦ ¶୧୪)
୧ଯୋହ ୫:୧୬, ୧୭—“ମୃତ୍ୟୁଜନକ ପାପ” କʼଣ ? (ଇନସାଇଟ୍-୧ ୮୬୨ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧ଯୋହ ୧:୧–୨:୬ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଉତ୍ସାହର ସହିତ କହିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୧ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୦୪-ହି ୧୦/୧ ୨୯—ବିଷୟବସ୍ତୁ: ୧ ଯୋହନ ୪:୧୮ ପଦରେ ଯେବେ ଯୋହନ କହିଲେ, “ସିଦ୍ଧ ପ୍ରେମ ଭୟକୁ ଦୂର କରେ,” ତାଙ୍କ କହିବାର ଅର୍ଥ କʼଣ ଥିଲା ? (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ”: (୧୫ ମି.) ଆଲୋଚନା । ଏପରି ବିବାହ ଯେଉଁଥରୁ ଯିହୋବାଙ୍କ ମହିମା ହୁଏ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୨ ¶୨୦-୨୨, ପୃ ୧୩୩-୧୩୪
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୩୫ ଏବଂ ପ୍ରାର୍ଥନା