ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି ?
ପଦ: ଆଦି ୧:୨୭, ୨୮
ଆର ଥରକୁ: ଆମେ କାହିଁକି ଭରସା ରଖିପାରିବା ଯେ ଈଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବେ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଆମେ କାହିଁକି ଭରସା ରଖିପାରିବା ଯେ ଈଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବେ ?
ପଦ: ଯିହୋ ୨୧:୪୫
ଆର ଥରକୁ: ଈଶ୍ୱର ଭବିଷ୍ୟତରେ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଈଶ୍ୱର ଭବିଷ୍ୟତରେ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ?
ପଦ: ପ୍ରକା ୨୧:୪
ଆର ଥରକୁ: ସେହି ସୁନ୍ଦର ଭବିଷ୍ୟତ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?