୨-୮ ନଭେମ୍ବର
ଯାତ୍ରା ପୁସ୍ତକ ୩୯-୪୦
ଗୀତ ୮୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୋଶା ଠିକ୍ ସେହିପରି କଲେ ଯେପରି ଯିହୋବା କହିଲେ”: (୧୦ ମି.)
ଯାତ୍ରା ୩୯:୩୨—ଯିହୋବା ପବିତ୍ର ତମ୍ବୁ ତିଆରି କରିବା ବିଷୟରେ ମୋଶାଙ୍କୁ ଯାହା ଯାହା କହିଲେ, ସେ ଠିକ୍ ସେହିପରି କଲେ (ପ୍ର୧୧-ହି ୯/୧୫ ପୃ ୨୭ ¶୧୩)
ଯାତ୍ରା ୩୯:୪୩—ଯେତେବେଳେ ପବିତ୍ର ତମ୍ବୁର ତିଆରି ଶେଷ ହେଲା, ସେତେବେଳେ ମୋଶା ଏହାର ନିରୀକ୍ଷଣ କଲେ
ଯାତ୍ରା ୪୦:୧, ୨, ୧୬—ମୋଶା ପବିତ୍ର ତମ୍ବୁକୁ ଠିକ୍ ସେହିପରି ତିଆରି କଲେ, ଯେପରି ଯିହୋବା କହିଲେ (ପ୍ର୦୫-ହି ୭/୧୫ ପୃ ୨୬ ¶୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୩୯:୩୪—ତମ୍ବୁକୁ ଢାଙ୍କିବା ପାଇଁ ଇସ୍ରାଏଲୀୟମାନେ ଶିଶୁକଚର୍ମ ବା ସିଲ୍ ମାଛର ଚମଡ଼ା କେଉଁଠାରୁ ଆଣିଥିଲେ ? (ଇନସାଇଟ୍-୨ ପୃ ୮୮୪ ¶୩, ୪)
ଯାତ୍ରା ୪୦:୩୪—ଯେତେବେଳେ ସମାଗମ ତମ୍ବୁକୁ ମେଘ ଢାଙ୍କି ଦେଲା, ଏହାର ଅର୍ଥ କʼଣ ଥିଲା ? (ପ୍ର୧୫-ହି ୭/୧୫ ପୃ ୨୧ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୩୯:୧-୨୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ଭିଡିଓରେ ଯେଉଁ ଜାଗାଗୁଡ଼ିକରେ ପ୍ରଶ୍ନ ଆସେ, ଭିଡିଓକୁ ପଜ୍ କରି ଉପସ୍ଥିତ ଲୋକଙ୍କୁ ସେହି ପ୍ରଶ୍ନଗୁଡ଼ିକ ପଚାରନ୍ତୁ । ଏହା ମଧ୍ୟ ଆଲୋଚନା କରନ୍ତୁ ଯେ ଯଦି କେହି ରାଜନୈତିକ କିମ୍ବା ସାମାଜିକ ମାମଲାଗୁଡ଼ିକ ଉପରେ କଥା ହେବାକୁ ଚାହେଁ, ତେବେ ଆମେ କିପରି ନିଷ୍ପକ୍ଷ ରହିପାରିବା ।
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ କୌଣସି ନେତା କିମ୍ବା ରାଜନୈତିକ ମାମଲା ଉପରେ ଆପଣଙ୍କ ମତ ପଚାରନ୍ତି । ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ଭାଷଣ: (୫ ମି. କିମ୍ବା କମ୍) ପ୍ର୧୬.୦୪-ହି ପୃ ୨୯ ¶୮-୧୦—ବିଷୟବସ୍ତୁ: ନିଜ କଥାବାର୍ତ୍ତାରେ ଓ ଚିନ୍ତାଧାରାରେ ନିଷ୍ପକ୍ଷ ରହନ୍ତୁ । (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଶୁଣନ୍ତୁ ଓ ବୁଝନ୍ତୁ (ମାଥି ୧୩:୧୬): (୧୫ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଆମେ କାହିଁକି କାନ ଦେଇ ଶୁଣିବା ଉଚିତ୍ ? ମାର୍କ ୪:୨୩, ୨୪ ପଦରେ ଯାହା ଲେଖା ଅଛି, ତାର ଅର୍ଥ କʼଣ ? ଏବ୍ରୀ ୨:୧ ପଦକୁ ବୁଝାଇବା ପାଇଁ ଭାଇ କେଉଁ ଉଦାହରଣ ଦେଲେ ? ଆମେ କିପରି ଦେଖାଇପାରିବା ଯେ ଆମେ ଯାହା ଶୁଣୁଛୁ, ତାକୁ ବୁଝୁଅଛୁ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୧ ¶୧-୯
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୩୨ ଏବଂ ପ୍ରାର୍ଥନା