୩୦ ନଭେମ୍ବର–୬ ଡିସେମ୍ବର
ଲେବୀ ପୁସ୍ତକ ୮-୯
ଗୀତ ୧୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ଆଶିଷର ପ୍ରମାଣ”: (୧୦ ମି.)
ଲେବୀ ୮:୬-୯, ୧୨—ହାରୋଣ ଓ ତାଙ୍କ ପୁଅମାନଙ୍କୁ ମୋଶା ଯାଜକ ଭାବେ ନିଯୁକ୍ତ କଲେ (ଇନସାଇଟ୍-୧ ପୃ ୧୨୦୭)
ଲେବୀ ୯:୧-୫—ଯାଜକମାନେ ସମଗ୍ର ଇସ୍ରାଏଲ ରାଷ୍ଟ୍ର ସମ୍ମୁଖରେ ପ୍ରଥମ ଥର ପାଇଁ ପଶୁବଳି ଚଢ଼ାଇଲେ (ଇନସାଇଟ୍-୧ ପୃ ୧୨୦୮ ¶୮)
ଲେବୀ ୯:୨୩, ୨୪—ଯିହୋବା ଏହାର ପ୍ରମାଣ ଦେଲେ ଯେ ନିଯୁକ୍ତ କରାଯାଇଥିବା ଯାଜକମାନଙ୍କ ଉପରେ ତାହାଙ୍କ ମଞ୍ଜୁରି ରହିଛି (ପ୍ର୧୯.୧୧-ହି ପୃ ୨୩ ¶୧୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଲେବୀ ୮:୬—ଯିହୋବା ଯାଜକମାନଙ୍କୁ ସଫାସୁତୁରା ରହିବାର ଯେଉଁ ଆଜ୍ଞା ଦେଇଥିଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୧୪-ହି ୧୧/୧୫ ପୃ ୯ ¶୬)
ଲେବୀ ୮:୧୪-୧୭—ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକ ଭାବେ ନିଯୁକ୍ତ କରାଯିବା ସମୟରେ ହାରୋଣ ବଦଳରେ ମୋଶା କାହିଁକି ବଳି ଚଢ଼ାଇଲେ ? (ଇନସାଇଟ୍-୨ ପୃ ୪୩୭ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଲେବୀ ୮:୩୧–୯:୭ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଖୁସିର ଖବର ପତ୍ରିକାର ପାଠ ୭ରୁ କିଛି କୁହନ୍ତୁ ଏବଂ ଏ ପୁସ୍ତିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଆମ ୱେବସାଇଟ୍ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଆମକୁ ଶିଖାଏ ପୃ ୮୪ ¶୬-୭ (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଫୋନ୍ରେ ସାକ୍ଷ୍ୟ ଦେବାରେ”: (୧୫ ମି.) ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା । ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୨ ¶୧୧-୧୭, ଅଧିକ ବିବରଣୀ—୨୭
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୧୨୫ ଏବଂ ପ୍ରାର୍ଥନା