ଜରଲ୍ୟାଣ୍ଡରେ ଜଣେ ଭାଇ ଯିହୋବାଙ୍କ ଷ୍ଟିର ଆନନ୍ଦ ନେଉଛନ୍ତି

ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ଫେବୃୟାରୀ ୨୦୧୯

ପ୍ରଚାର କରିବାର ନମୁନା

ବାଇବଲର କଥା ଆଜି ମଧ୍ୟ ଲାଗୁ ହେବା ବିଷୟରେ ପ୍ରଚାର କରିବାର ନମୁନା ସିରିଜ୍‌ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ

ଆମ ବିବେକ ଆମକୁ ସଠିକ୍‌ ବାଟ ଦେଖାଇବା ପାଇଁ ଏହାକୁ ବାଇବଲ ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ ତାଲିମ ଦେବାକୁ ହେବ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?

ଆମ ଚାରିପାଖରେ ଥିବା ସୃଷ୍ଟିରୁ ଆମେ ଯିହୋବାଙ୍କ ଶକ୍ତି, ବୁଦ୍ଧି, ପ୍ରେମ, ନ୍ୟାୟ ଓ ଉଦାରତା ବିଷୟରେ ଜାଣିପାରୁ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ

ଆମେ ମୁକ୍ତିର ମୂଲ୍ୟ ପାଇଁ କିପରି ନିଜ କୃତଜ୍ଞତା ଦେଖାଇପାରିବା?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?

ଆପଣ କିପରି ଦେଖାଇପାରିବେ ଯେ ଆପଣ “ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରକାଶ” ପାଇଁ ପସ୍ତୁତ ଅଛନ୍ତି?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ

ଆମେ ଯେକୌଣସି ସମସ୍ୟାର ସାମନା କରୁଥାଉ ନା କାହିଁକି, ଆମେ ବ୍ୟଗ୍ରତାର ସହ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରିପାରିବା । ଏଥିପାଇଁ ଆମକୁ କʼଣ କରିବାକୁ ହେବ?

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଜୀତ ବୃକ୍ଷର ଦୃଷ୍ଟାନ୍ତ

ଜୀତ ବୃକ୍ଷର ଭିନ୍ନ ଭିନ୍ନ ଭାଗ କେଉଁ କଥାଗୁଡ଼ିକୁ ଦର୍ଶାଏ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଉନ୍ନତି ନ କରୁଥିବା ବିଦ୍ୟାର୍ଥୀଙ୍କ ଅଧ୍ୟୟନ ବନ୍ଦ କରନ୍ତୁ

ଯଦି ଜଣେ ବାଇବଲ ବିଦ୍ୟାର୍ଥୀ ଯଥେଷ୍ଟ ସମୟ ପରେ ମଧ୍ୟ କୌଣସି ବିଶେଷ ଉନ୍ନତି କରନ୍ତି ନାହିଁ, ତେବେ ଆମେ କʼଣ କରିବା ଉଚିତ୍‌?