इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୧-୧୭ ଫେବୃୟାରୀ

ରୋମୀୟ ୪-୬

୧୧-୧୭ ଫେବୃୟାରୀ
  • ଗୀତ ୨୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ”: (୧୦ ମି.)

    • ରୋମୀ ୫:୮, ୧୨—“ଆମ୍ଭେମାନେ ପାପୀ ଥିବା ସମୟରେ” ଯିହୋବା ଆମକୁ ପ୍ରେମ କଲେ (ପ୍ର୧୧-ହି ୬/୧୫ ୧୨ ¶୫)

    • ରୋମୀ ୫:୧୩, ୧୪—ପାପ ଓ ମୃତ୍ୟୁ ରାଜା ଭାବେ ଆମ ଉପରେ ରାଜତ୍ୱ କରିଛି (ପ୍ର୧୧-ହି ୬/୧୫ ୧୨ ¶୬)

    • ରୋମୀ ୫:୧୮, ୨୧—ଯିହୋବା ନିଜ ପୁତ୍ରଙ୍କୁ ପଠାଇଲେ, କାରଣ ସେ ଚାହାନ୍ତି ଯେ ଆମକୁ ଜୀବନ ମିଳୁ (ପ୍ର୧୧-ହି ୬/୧୫ ୧୩ ¶୯-୧୦)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ରୋମୀ ୬:୩-୫—“ଖ୍ରୀଷ୍ଟ ଯୀଶୁଙ୍କଠାରେ ବାଯ୍ତିଜିତ” ହେବା ଏବଂ “ମରଣରେ ବାଯ୍ତିଜିତ” ହେବାର ଅର୍ଥ କʼଣ? (ପ୍ର୦୮-ହି ୬/୧୫ ୨୯-୩୦ ¶୭)

    • ରୋମୀ ୬:୭—ଯେଉଁ ଲୋକମାନଙ୍କୁ ଜୀବିତ କରାଯିବ, ସେମାନଙ୍କ ନ୍ୟାୟ ସେମାନେ ଜୀବିତ ଅବସ୍ଥାରେ କରିଥିବା କାମଗୁଡ଼ିକର ଆଧାରରେ କାହିଁକି କରାଯିବ ନାହିଁ? (ପ୍ର୧୪-ଇଂ ୬/୧ ୧୧ ¶୧)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ରୋମୀ ୪:୧-୧୫ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ