इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୮-୨୪ ଫେବୃୟାରୀ

ରୋମୀୟ ୭-୮

୧୮-୨୪ ଫେବୃୟାରୀ
  • ଗୀତ ୨୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?”: (୧୦ ମି.)

    • ରୋମୀ ୮:୧୯—“ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ” ଅତି ନିକଟରେ (ପ୍ର୧୨-ହି ୭/୧୫ ୧୧ ¶୧୭)

    • ରୋମୀ ୮:୨୦, ୨୧—‘ସୃଷ୍ଟି ଭରସାଯୁକ୍ତ ହୋଇ ଅସାରତାର ବଶୀଭୂତ ହୋଇଛି’ (ପ୍ର୧୨-ହି ୩/୧୫ ୨୩ ¶୧୧)

    • ରୋମୀ ୮:୨୧—ସୃଷ୍ଟି “କ୍ଷୟର ଦାସତ୍ୱରୁ ମୁକ୍ତ ହେବ” (ପ୍ର୧୨-ହି ୩/୧୫ ୨୩ ¶୧୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ରୋମୀ ୮:୬—“ଶାରୀରିକ ଭାବ” ଓ “ଆତ୍ମିକ ଭାବ” ମଧ୍ୟରେ ପାର୍ଥକ୍ୟ କʼଣ? (ପ୍ର୧୭.୦୬-ହି ୩)

    • ରୋମୀ ୮:୨୬, ୨୭—ଆମର “ଅକଥନୀୟ ଆର୍ତ୍ତନାଦ” ଶୁଣି ଯିହୋବା କʼଣ କରନ୍ତି? (ପ୍ର୦୯-ହି ୧୧/୧୫ ୭ ¶୨୦)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ରୋମୀ ୭:୧୩-୨୫ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ