इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୭-୮

କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?

କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?

୮:୧୯-୨୧

  • “ସୃଷ୍ଟି”: ପୃଥିବୀରେ ଜୀବିତ ରହିବାର ଆଶା ରଖୁଥିବା ମଣିଷମାନେ

  • “ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ”: ଯେତେବେଳେ ଈଶ୍ୱରଙ୍କ ସନ୍ତାନ ଅର୍ଥାତ୍‌ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ସହିତ ମିଶି ଶୟତାନର ଜଗତକୁ ବିନାଶ କରିବେ, ସେତେବେଳେ ସେମାନେ ପ୍ରକାଶିତ ହେବେ

  • “ଭରସାଯୁକ୍ତ ହୋଇ”: ଯେତେବେଳେ ଯୀଶୁଙ୍କ ମୃତ୍ୟୁ ହେଲା ଏବଂ ତାହାଙ୍କୁ ପୁଣିଥରେ ଜୀବିତ କରାଗଲା, ମଣିଷଜାତି ପାପ ଓ ମୃତ୍ୟୁରୁ ଉଦ୍ଧାର ପାଇବାର ଭରସା ଓ ଆଶା ପାଇଲା

  • “କ୍ଷୟର ଦାସତ୍ୱରୁ ମୁକ୍ତ ହେବ”: ମଣିଷଜାତି ପାପ ଓ ମୃତ୍ୟୁର କୁପରିଣତିରୁ ଧୀରେ ଧୀରେ ମୁକ୍ତ ହେବ