୪-୧୦ ଫେବୃୟାରୀ
ରୋମୀୟ ୧-୩
ଗୀତ ୮୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ”: (୧୦ ମି.)
[ରୋମୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ରୋମୀ ୨:୧୪, ୧୫—ପ୍ରତ୍ୟେକ ବ୍ୟକ୍ତିଠାରେ ବିବେକ ଥାଏ [ପ୍ରେମରେ ସ୍ଥିର (ହିନ୍ଦୀ) ୧୮ ¶୬]
ରୋମୀ ୨:୧୫—ଆମେ ନିଜ ବିବେକକୁ ତାଲିମ ଦେବା ଉଚିତ୍, ତେବେଯାଇ ଏହା ଆମକୁ ସଠିକ୍ ବାଟ ଦେଖାଇବ [ପ୍ରେମରେ ସ୍ଥିର (ହିନ୍ଦୀ) ୧୯-୨୦ ¶୮-୯]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ରୋମୀ ୩:୪—ଆମେ “ଈଶ୍ୱର ସତ୍ୟ ବୋଲି ସ୍ୱୀକାର” କିପରି କରିଥାଉ? (ପ୍ର୦୮-ହି ୬/୧୫ ୩୦ ¶୫)
ରୋମୀ ୩:୨୪, ୨୫—“ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି”, ତାହା କିପରି “ପୂର୍ବକୃତ ପାପସବୁ ଉପେକ୍ଷା” କରେ? (ପ୍ର୦୮-ହି ୬/୧୫ ୨୯ ¶୬)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ରୋମୀ ୧:୧-୧୭ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । କଥାବାର୍ତ୍ତାର ଶୈଳୀରେ କହିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୨ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୦୬-ହି ୬/୧ ୧୨-୧୩—ବିଷୟବସ୍ତୁ: ନିଜର ଓ ଅନ୍ୟମାନଙ୍କର ସାମର୍ଥ୍ୟର ସୀମା ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖନ୍ତୁ । (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?”: (୧୫ ମି.) ଆଲୋଚନା । ଅଦ୍ଭୁତ ସୃଷ୍ଟି ଈଶ୍ୱରଙ୍କ ମହିମା କରେ—ଆଲୋକ ଓ ରଙ୍ଗ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨୪
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୦୩ ଏବଂ ପ୍ରାର୍ଥନା