ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ବାଇବଲର ପରାମର୍ଶ ଆଜି ମଧ୍ୟ ଆମ କାମରେ ଆସେ କି?
ପଦ: ୨ତୀମ ୩:୧୬
ଆର ଥରକୁ: ବାଇବଲରେ ଲେଖାଥିବା କଥା ବିଜ୍ଞାନ ଅନୁସାରେ ସଠିକ୍ କି?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ବାଇବଲରେ ଲେଖାଥିବା କଥା ବିଜ୍ଞାନ ଅନୁସାରେ ସଠିକ୍ କି?
ପଦ: ଆୟୁ ୨୬:୭
ଆର ଥରକୁ: ବାଇବଲର ପରାମର୍ଶ ମାନିଲେ ଆମର ଲାଭ ହେବ କି?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ବାଇବଲର ପରାମର୍ଶ ମାନିଲେ ଆମର ଲାଭ ହେବ କି?
ପଦ: ହିତୋ ୧୪:୩୦
ଆର ଥରକୁ: ବାଇବଲରେ ଭବିଷ୍ୟତ ବିଷୟରେ ଯାହା ଲେଖାଥିଲା, ତାହା ସତ ହୋଇଛି କି?