इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ବାଇବଲର ପରାମର୍ଶ ଆଜି ମଧ୍ୟ ଆମ କାମରେ ଆସେ କି?

ପଦ: ୨ତୀମ ୩:୧୬

ଆର ଥରକୁ: ବାଇବଲରେ ଲେଖାଥିବା କଥା ବିଜ୍ଞାନ ଅନୁସାରେ ସଠିକ୍‌ କି?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ବାଇବଲରେ ଲେଖାଥିବା କଥା ବିଜ୍ଞାନ ଅନୁସାରେ ସଠିକ୍‌ କି?

ପଦ: ଆୟୁ ୨୬:୭

ଆର ଥରକୁ: ବାଇବଲର ପରାମର୍ଶ ମାନିଲେ ଆମର ଲାଭ ହେବ କି?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ବାଇବଲର ପରାମର୍ଶ ମାନିଲେ ଆମର ଲାଭ ହେବ କି?

ପଦ: ହିତୋ ୧୪:୩୦

ଆର ଥରକୁ: ବାଇବଲରେ ଭବିଷ୍ୟତ ବିଷୟରେ ଯାହା ଲେଖାଥିଲା, ତାହା ସତ ହୋଇଛି କି?