୧୫-୨୧ ମାର୍ଚ୍ଚ
ଗଣନା ପୁସ୍ତକ ୧୧-୧୨
ଗୀତ ୪୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଅଭିଯୋଗ ମନୋଭାବ ରଖିବା କାହିଁକି ଠିକ୍ ନୁହେଁ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୧୧:୭, ୮—ମାନ୍ନା କିପରି ଦେଖା ଯାଉଥିଲା ଏବଂ ତାର ସ୍ୱାଦ କିପରି ଥିଲା ? ଏଥିରୁ କିପରି ଯିହୋବାଙ୍କ ପ୍ରେମ ବିଷୟରେ ଜଣାପଡ଼େ ? (ଇନସାଇଟ୍-୨ ପୃ ୩୦୯)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୧୧:୧-୧୫ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ସ୍ମାରକ ନିମନ୍ତ୍ରଣ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଯଦି ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଭିଡିଓର କିଛି ମୁଖ୍ୟ କଥା ବିଷୟରେ କୁହନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପୁନଃସାକ୍ଷାତ: (୩ ମି.) ଏପରି ଜଣେ ବ୍ୟକ୍ତିଙ୍କ ସହ ପୁନଃସାକ୍ଷାତ କରନ୍ତୁ, ଯାହାଙ୍କୁ ଆପଣ ସ୍ମାରକକୁ ନିମନ୍ତ୍ରଣ କରିଥିଲେ ଏବଂ ଯିଏ ଆଗ୍ରହ ଦେଖାଇଥିଲେ । (ଶିଖାଇବା ଅଧ୍ୟୟନ ୪)
ପୁନଃସାକ୍ଷାତ: (୫ ମି.) ସ୍ମାରକର ଭାଷଣ ଶେଷ ହେବା ପରେ କୌଣସି ନୂଆ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ । କାର୍ଯ୍ୟକ୍ରମ ବିଷୟରେ ତାଙ୍କ ଏକ ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କʼଣ ଆପଣ ସ୍ମାରକ ପାଇଁ ପ୍ରସ୍ତୁତି କରୁଛନ୍ତି ?”: (୧୫ ମି.) ଆଲୋଚନା; ସ୍ମାରକ ପାଇଁ ଯେଉଁ ବ୍ୟବସ୍ଥାଗୁଡ଼ିକ କରାଯାଇଛି, ସେବିଷୟରେ ଯଦି କିଛି ଘୋଷଣା କରିବାର ଅଛି, ତେବେ କରନ୍ତୁ । ସ୍ମାରକର ରୋଟୀ କିପରି ତିଆରି କରିବା ? ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୧୧-୧୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୪ ଏବଂ ପ୍ରାର୍ଥନା