୧୯-୨୫ ଏପ୍ରିଲ୍
ଗଣନା ପୁସ୍ତକ ୨୨-୨୪
ଗୀତ ୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୨୨:୨୦-୨୨—ଯିହୋବା ବିଲୀୟମ ଉପରେ କାହିଁକି କ୍ରୋଧିତ ହେଲେ ? (ପ୍ର୦୪-ହି ୮/୧ ପୃ ୨୭ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୨୩:୧୧-୨୬ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ବାଇବଲ ଅଧ୍ୟୟନ: (୫ ମି.) ଖୁସିର ଖବର ପାଠ ୫ ¶୩-୪ (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଅତ୍ୟାଚାରର ଅନ୍ଧାରରେ ଲୋକଙ୍କୁ ସାକ୍ଷ୍ୟ ମିଳିଲା”: (୧୫ ମି.) ଆଲୋଚନା; ଭାଇ ଦିମିତ୍ରୀ ମିଖାଏଲଭଙ୍କ ସହ ସାକ୍ଷାତ୍କାର ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୫ ଏବଂ ପ୍ରାର୍ଥନା