इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ

ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ

ମୋୟାବୀୟ ଲୋକମାନେ ଇସ୍ରାଏଲୀୟମାନଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କଲେ (ଗଣ ୨୨:୩-୬)

ଯିହୋବା ନିଜ ଲୋକମାନଙ୍କର ଅନିଷ୍ଟ ହେବାକୁ ଦେଲେ ନାହିଁ (ଗଣ ୨୨:୧୨, ୩୪, ୩୫; ୨୩:୧୧, ୧୨)

ଯିହୋବାଙ୍କ ଉଦ୍ଦେଶ୍ୟ ପୂରଣ ହେବାକୁ କେହି ରୋକିପାରିବେ ନାହିଁ (ଗଣ ୨୪:୧୨, ୧୩; ସାକ୍ଷ୍ୟ ଦିଅ (ହିନ୍ଦୀ) ପୃ ୫୩ ¶୫; ଇନସାଇଟ୍‌-୨ ପୃ ୨୯୧)

ଈଶ୍ୱର ଚାହାନ୍ତି ଯେ ସାରା ପୃଥିବୀରେ ସୁସମାଚାର ପ୍ରଚାର କରାଯାଉ । କୌଣସି ବିଷୟ ଏହି କାମକୁ ରୋକିପାରିବ ନାହିଁ । ଯିହୋବାଙ୍କ ଲୋକମାନଙ୍କୁ ଅତ୍ୟାଚାର କରାଯାଉ କିମ୍ବା ସେମାନେ ପ୍ରାକୃତିକ ବିପତ୍ତିର ଶିକାର ହୁଅନ୍ତୁ ନା କାହିଁକି, ଏହି କାମ ନିଶ୍ଚୟ ପୂରା ହେବ । ଯେତେବେଳେ ଆମ ଜୀବନରେ କୌଣସି ସମସ୍ୟା ଆସେ, କʼଣ ଆମେ ଯିହୋବାଙ୍କ ଉପରେ ଭରସା କରୁ ? ଏପରି ସମୟରେ ମଧ୍ୟ କʼଣ ଆମେ ତାହାଙ୍କ ଉପାସନାକୁ ଜୀବନରେ ପ୍ରଥମ ସ୍ଥାନ ଦେଉ ?