୧-୭ ମାର୍ଚ୍ଚ
ଗଣନା ପୁସ୍ତକ ୭-୮
ଗୀତ ୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୮:୧୭—ଯିହୋବା ଇସ୍ରାଏଲୀୟମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କ ବିଷୟରେ କʼଣ କହିଥିଲେ ? (ଇନସାଇଟ୍-୧ ପୃ ୮୩୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୭:୧-୧୭ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ସ୍ମାରକ ନିମନ୍ତ୍ରଣ: (୨ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପୁନଃସାକ୍ଷାତ: (୩ ମି.) ଏପରି ଜଣେ ବ୍ୟକ୍ତିଙ୍କ ସହ ପୁନଃସାକ୍ଷାତ କରନ୍ତୁ, ଯାହାଙ୍କୁ ଆପଣ ସ୍ମାରକକୁ ନିମନ୍ତ୍ରଣ କରିଥିଲେ ଏବଂ ଯିଏ ଆଗ୍ରହ ଦେଖାଇଥିଲେ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୩ ମି.) ଏପରି ଜଣେ ବ୍ୟକ୍ତିଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ, ଯାହାଙ୍କର ଆପଣ ପୂର୍ବେ ବାଇବଲ ଅଧ୍ୟୟନ କରାଉଥିଲେ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୩ ମି.) ଏପରି ଜଣେ ସମ୍ପର୍କୀୟଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ, ଯାହାଙ୍କୁ ଆପଣ ପୂର୍ବେ ସାକ୍ଷ୍ୟ ଦେଇଥିଲେ । (ଶିଖାଇବା ଅଧ୍ୟୟନ ୧୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସଂଗଠନକୁ ମିଳିଥିବା ସଫଳତା: (୫ ମି.) ମାର୍ଚ୍ଚ ମାସର ସଂଗଠନକୁ ମିଳିଥିବା ସଫଳତା ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟାୟ ୧୬ ¶୧୯-୨୨, ପୃ ୨୨୨-୨୨୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୨ ଏବଂ ପ୍ରାର୍ଥନା