इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?

ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?

ଈଶ୍ୱର ମଣ୍ଡଳୀରେ ଯେଉଁ ଭାଇମାନଙ୍କୁ ଦାୟିତ୍ୱ ଦେଇଛନ୍ତି, ସେମାନେ ପବିତ୍ର ସେବା କରିବାରେ ଭଲ ଉଦାହରଣ ରଖନ୍ତି (ଗଣ ୭:୧୦; ଇନସାଇଟ୍‌-୧ ପୃ ୪୯୭ ¶୩)

ଈଶ୍ୱରଙ୍କ ସେବକମାନେ ବ୍ୟବସ୍ଥିତ ହେବା ଉଚିତ୍‌ ଏବଂ ପ୍ରତ୍ୟେକ କାମ ଶୃଙ୍ଖଳିତ ଭାବେ କରିବା ଉଚିତ୍‌ (ଗଣ ୭:୧୧; ଇନସାଇଟ୍‌-୨ ପୃ ୭୯୬ ¶୧)

ପ୍ରତ୍ୟେକ ବ୍ୟକ୍ତି ନିଜ ସେବାରେ ଯେତେ କରିପାରିବେ, ଯିହୋବା ତାଙ୍କଠାରୁ ସେତେ ହିଁ ଆଶା କରନ୍ତି (ଗଣ ୮:୨୫, ୨୬; ପ୍ର୦୪-ହି ୮/୧ ପୃ ୨୫ ¶୧)

ଯିହୋବା ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥିତ କରି ସେମାନଙ୍କର ଏକ ରାଷ୍ଟ୍ର ଗଠନ କରିଥିଲେ । ଠିକ୍‌ ସେହିପରି, ଆଜି ମଧ୍ୟ ସେ ନିଜ ଲୋକମାନଙ୍କୁ ଏକ ସଂଗଠନରେ ବ୍ୟବସ୍ଥିତ କରିଛନ୍ତି । କିନ୍ତୁ ସେ କେବଳ ନିଜ ସଂଗଠନ ଉପରେ ନୁହେଁ, ବରଂ ନିଜ ପ୍ରତ୍ୟେକ ସେବକଙ୍କ ପରିଶ୍ରମ ପ୍ରତି ଧ୍ୟାନ ଦେଇଥାʼନ୍ତି ।