୨୨-୨୮ ମାର୍ଚ୍ଚ
ଗଣନା ପୁସ୍ତକ ୧୩-୧୪
ଗୀତ ୧୧୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ବିଶ୍ୱାସ ଥିଲେ ଆମେ ସାହସୀ ହେବା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୧୩:୨୭—ଗୁପ୍ତଚରମାନେ କʼଣ ଖବର ଦେଲେ ? ଏହି ଖବର ସେମାନଙ୍କ ବିଶ୍ୱାସ କିପରି ମଜବୁତ୍ କରିପାରିଥାʼନ୍ତା ? (ଲେବୀ ୨୦:୨୪; ଇନସାଇଟ୍-୧ ପୃ ୭୪୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୧୩:୧-୨୦ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଭାଷଣ: (୫ ମି.) ପ୍ର୧୫-ହି ୯/୧୫ ପୃ ୧୪-୧୬ ¶୮-୧୨—ବିଷୟବସ୍ତୁ: ନିଜ ବିଶ୍ୱାସକୁ ଯାଞ୍ଚ କରିବା ପାଇଁ ନିଜକୁ ପ୍ରଶ୍ନ ପଚାରନ୍ତୁ (ଶିଖାଇବା ଅଧ୍ୟୟନ ୧୪)
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ପ୍ରଶ୍ନ ପଚାରନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ପ୍ରଶ୍ନ ପଚାରନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ପ୍ରଚାର କରିବା ପାଇଁ ”: (୮ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: କିଟି କେଲି କାହିଁକି ଡରୁଥିଲେ ? ସେ କିପରି ନିଜଠାରେ ସାହସ ବଢ଼ାଇପାରିଲେ ? ସେ ସାହସୀ ହେବା ଯୋଗୁଁ କʼଣ ଭଲ ପରିଣାମ ହେଲା ?
“ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ନିଷ୍ପକ୍ଷ ରହିବା ପାଇଁ ”: (୭ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଆଏଙ୍ଗେ ସିଲୁଙ୍କ ଜୀବନରେ କେଉଁସବୁ ସମସ୍ୟା ଆସିଲା ? ସେ କେଉଁଥିରୁ ସାହସ ପାଇଲେ ? କେଉଁ କଥା ବୁଝିବା ଯୋଗୁଁ ସେ ଯିହୋବାଙ୍କ ଉପରେ ଭରସା ରଖିପାରିଲେ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୨୦-୨୨, ପୃ ୨୩୫-୨୩୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୧୨ ଏବଂ ପ୍ରାର୍ଥନା