इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୨-୨୮ ମାର୍ଚ୍ଚ

ଗଣନା ପୁସ୍ତକ ୧୩-୧୪

୨୨-୨୮ ମାର୍ଚ୍ଚ
  • ଗୀତ ୧୧୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୩

  • “ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ପ୍ରଚାର କରିବା ପାଇଁ ”: (୮ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: କିଟି କେଲି କାହିଁକି ଡରୁଥିଲେ ? ସେ କିପରି ନିଜଠାରେ ସାହସ ବଢ଼ାଇପାରିଲେ ? ସେ ସାହସୀ ହେବା ଯୋଗୁଁ କʼଣ ଭଲ ପରିଣାମ ହେଲା ?

  • “ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସାହସ କାହିଁକି ଆବଶ୍ୟକ—ନିଷ୍ପକ୍ଷ ରହିବା ପାଇଁ ”: (୭ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଆଏଙ୍ଗେ ସିଲୁଙ୍କ ଜୀବନରେ କେଉଁସବୁ ସମସ୍ୟା ଆସିଲା ? ସେ କେଉଁଥିରୁ ସାହସ ପାଇଲେ ? କେଉଁ କଥା ବୁଝିବା ଯୋଗୁଁ ସେ ଯିହୋବାଙ୍କ ଉପରେ ଭରସା ରଖିପାରିଲେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୨୦-୨୨, ପୃ ୨୩୫-୨୩୭

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୧୨ ଏବଂ ପ୍ରାର୍ଥନା