इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବିଶ୍ୱାସ ଥିଲେ ଆମେ ସାହସୀ ହେବା

ବିଶ୍ୱାସ ଥିଲେ ଆମେ ସାହସୀ ହେବା

ଯେଉଁ ଗୁପ୍ତଚରମାନେ ଖରାପ ଖବର ଦେଲେ, ସେମାନଙ୍କଠାରେ ବିଶ୍ୱାସ ନ ଥିଲା (ଗଣ ୧୩:୩୧-୩୩; ୧୪:୧୧)

ଦଶ ଗୁପ୍ତଚରଙ୍କଠାରେ ସାହସ ନ ଥିବା ଯୋଗୁଁ ଅନ୍ୟମାନେ ମଧ୍ୟ ସାହସ ହରାଇ ବସିଲେ (ଗଣ ୧୪:୧-୪)

ଦୁଇ ଗୁପ୍ତଚରଙ୍କ ବିଶ୍ୱାସ ମଜବୁତ୍‌ ଥିଲା, ତେଣୁ ସେମାନେ ସାହସ ଦେଖାଇପାରିଲେ (ଗଣ ୧୪:୬-୯; ପ୍ର୦୬-ହି ୧୦/୧ ପୃ ୧୭-୧୮ ¶୫-୬)

ଯିହୋବା ଇସ୍ରାଏଲୀୟମାନଙ୍କୁ ଅନେକ ବଡ଼ ବଡ଼ ବିପଦରୁ ଉଦ୍ଧାର କରିଥିଲେ । ତେଣୁ ସେମାନଙ୍କୁ ନିଜ ବିଶ୍ୱାସକୁ ମଜବୁତ୍‌ କରିବାର ଥିଲା ଯେ ଯିହୋବା ସେମାନଙ୍କୁ କିଣାନ ଦେଶ ଉପରେ ଜୟଲାଭ କରିବା ପାଇଁ ମଧ୍ୟ ନିଶ୍ଚୟ ସାହାଯ୍ୟ କରିବେ ।