୨୬ ଏପ୍ରିଲ୍–୨ ମେ
ଗଣନା ପୁସ୍ତକ ୨୫-୨୬
ଗୀତ ୧୩୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କʼଣ ଜଣେ ବ୍ୟକ୍ତି ଏକାକୀ କିଛି କରିପାରିବ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୨୬:୫୫, ୫୬—ଯିହୋବା ଗୋଷ୍ଠୀଗୁଡ଼ିକ ମଧ୍ୟରେ ଜମି କିପରି ବାଣ୍ଟିଲେ ? ଏପରି କରିବା କାହିଁକି ସଠିକ୍ ଥିଲା ? (ଇନସାଇଟ୍-୧ ପୃ ୩୫୯ ¶୧-୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୨୫:୧-୧୮ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କୌଣସି ଏକ ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ଭାଷଣ: (୫ ମି.) ପ୍ର୦୪-ହି ୪/୧ ପୃ ୨୯—ବିଷୟବସ୍ତୁ: ଗଣନା ପୁସ୍ତକ ୨୫:୯ ଓ ପ୍ରଥମ କରିନ୍ଥୀୟ ୧୦:୮ ପଦରେ ମୃତ ଲୋକଙ୍କ ସଂଖ୍ୟା କାହିଁକି ଅଲଗା ଅଲଗା ଅଛି ? (ଶିଖାଇବା ଅଧ୍ୟୟନ ୧୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବୁଝିବିଚାରି ସଙ୍ଗତି କରନ୍ତୁ”: (୧୫ ମି.) ଆଲୋଚନା; ଇସ୍ରାଏଲୀୟମାନଙ୍କ ସେହି କାହାଣୀ, ଆମକୁ ଦିଏ ଚେତାବନୀ—ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୧୩ ଏବଂ ପ୍ରାର୍ଥନା