इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଜଣେ ବ୍ୟକ୍ତି ଏକାକୀ କିଛି କରିପାରିବ ?

କʼଣ ଜଣେ ବ୍ୟକ୍ତି ଏକାକୀ କିଛି କରିପାରିବ ?

ଇସ୍ରାଏଲୀୟ ପୁରୁଷମାନେ ମୋୟାବର ସ୍ତ୍ରୀମାନଙ୍କ ଦ୍ୱାରା ପ୍ରଲୋଭିତ ହୋଇ ପାପ କରି ବସିଲେ (ଗଣ ୨୫:୧, ୨; ପ୍ରେମରେ ସ୍ଥିର ପୃ ୧୧୮ ¶୧-୨)

ଯିହୋବା ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧିତ ହେଲେ, କାରଣ ସେମାନେ ତାହାଙ୍କ ବିଶ୍ୱସ୍ତ ରହିଲେ ନାହିଁ ଏବଂ କେବଳ ନିଜ ଇଚ୍ଛା ପୂରା କରିବାରେ ଲାଗି ରହିଲେ (ଗଣ ୨୫:୩-୫; ପ୍ରେମରେ ସ୍ଥିର ପୃ ୧୧୯ ¶୪)

ଯେତେବେଳେ ଜଣେ ବ୍ୟକ୍ତି ସାହସ ଦେଖାଇଲେ, ଯିହୋବାଙ୍କ କ୍ରୋଧ ଶାନ୍ତ ହୋଇଗଲା (ଗଣ ୨୫:୬-୧୧)

ନିଜକୁ ପଚାରନ୍ତୁ, ‘ମୁଁ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯାଏ ନା କାହିଁକି, କେଉଁ କେଉଁ ପରିସ୍ଥିତିରେ ମୋତେ ସାହସ ଦେଖାଇବାକୁ ହେବ ?’