इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ

ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ

କୋରହ ଉପାସନା ପାଇଁ କରାଯାଇଥିବା ବ୍ୟବସ୍ଥାର ବିରୁଦ୍ଧରେ କାମ କଲା, କାରଣ ସେ ଅହଂକାରୀ ହୋଇଯାଇଥିଲା (ଗଣ ୧୬:୧-୩; ପ୍ର୧୧-ହି ୯/୧୫ ପୃ ୨୭ ¶୧୨)

ଯିହୋବା କୋରହକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଦେଇଥିଲେ ଏବଂ ସମସ୍ତେ ତାʼର ଆଦର କରୁଥିଲେ, ତଥାପି ସେ ସନ୍ତୁଷ୍ଟ ନ ଥିଲା (ଗଣ ୧୬:୮-୧୦; ପ୍ର୧୧-ହି ୯/୧୫ ପୃ ୨୭ ¶୧୧)

କୋରହର ମନୋଭାବ ଠିକ୍‌ ନ ଥିଲା ଏବଂ ଏହାର ପରିଣାମ ଅତି ଭୟଙ୍କର ହେଲା (ଗଣ ୧୬:୩୨, ୩୫)

ଆମେ ହୁଏତ ଯିହୋବାଙ୍କ ସେବାରେ ବହୁତ କିଛି କରିଥାଇପାରୁ, କିନ୍ତୁ ଆମେ ଅହଂକାରୀ ହେବା ଉଚିତ୍‌ ନୁହେଁ ଏବଂ ନିଜ ଉପରେ ଅତ୍ୟଧିକ ଭରସା କରିବା ଉଚିତ୍‌ ନୁହେଁ । ଯଦି ଆମେ ଅନେକ ବର୍ଷ ହେଲା ସତ୍ୟରେ ଅଛୁ କିମ୍ବା ଆମକୁ ସଙ୍ଗଠନରେ ଅନେକ ଦାୟିତ୍ୱ ମିଳିଛି, ତେବେ ଆମେ ଆହୁରି ନମ୍ର ହେବା ଉଚିତ୍‌ ।