୫-୧୧ ଏପ୍ରିଲ୍
ଗଣନା ପୁସ୍ତକ ୧୭-୧୯
ଗୀତ ୮୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“‘ଆମ୍ଭେ ହିଁ ତୁମ୍ଭର ଅଧିକାର’”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୧୮:୧୯—‘ଅନନ୍ତକାଳୀନ ଲବଣର ନିୟମର’ ଅର୍ଥ କʼଣ ? (ସଜା୦୨-ହି ୬/୮ ପୃ ୧୪ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୧୮:୧-୧୩ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୪ ମି.) ଆଲୋଚନା; ପୁନଃସାକ୍ଷାତ: ଯୀଶୁ ଖ୍ରୀଷ୍ଟ—ମାଥି ୨୦ :୨୮ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୬)
ଭାଷଣ: (୫ ମି.) ପ୍ର୧୮.୦୧-ହି ପୃ ୧୮ ¶୪-୬—ବିଷୟବସ୍ତୁ: ଆମେ ଯିହୋବାଙ୍କୁ ନିଜ ବହୁମୂଲ୍ୟ ଜିନିଷଗୁଡ଼ିକ କାହିଁକି ଦେଉ ? (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୩୧ ଏବଂ ପ୍ରାର୍ଥନା