इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୮-୧୪ ମାର୍ଚ୍ଚ

ଗଣନା ପୁସ୍ତକ ୯-୧୦

୮-୧୪ ମାର୍ଚ୍ଚ
  • ଗୀତ ୩୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୪

  • ବୈଥେଲରେ ପରିବର୍ତ୍ତନ ଯୋଗୁଁ ପ୍ରଚାର କାମରେ ଉନ୍ନତି: (୧୦ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ୨୦୧୫ର ବାର୍ଷିକ ସଭାରେ କେଉଁ ପରିବର୍ତ୍ତନଗୁଡ଼ିକ ବିଷୟରେ ଘୋଷଣା କରାଯାଇଥିଲା ? ଏହି ପରିବର୍ତ୍ତନ କରିବାର ଦୁଇଟି କାରଣ କʼଣ ? ବୈଥେଲରେ କʼଣ କʼଣ ପରିବର୍ତ୍ତନ କରାଗଲା ? ଏଥିରୁ କʼଣ ଲାଭ ହୋଇଛି ? ଏହି ଘୋଷଣା ପରେ ବ୍ରିଟେନରେ ନୂଆ ଶାଖା କାର୍ଯ୍ୟାଳୟ ନିର୍ମାଣ କରିବାର ଯୋଜନାରେ କʼଣ କʼଣ ପରିବର୍ତ୍ତନ କରାଗଲା ? ଏହି ପରିବର୍ତ୍ତନଗୁଡ଼ିକରୁ କିପରି ପ୍ରମାଣିତ ହୁଏ ଯେ ଯିହୋବା ନିଜ ଲୋକମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ?

  • ଆମେ ବୈଥେଲକୁ କାହିଁକି ଆସିଲୁ: (୫ ମି.) ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୧-୧୦

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୩୧ ଏବଂ ପ୍ରାର୍ଥନା