ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
ଯିହୋବା ନିର୍ଦ୍ଧାରିତ କରୁଥିଲେ ଯେ ଇସ୍ରାଏଲୀୟମାନଙ୍କୁ କେଉଁଠାକୁ ଯିବାର ଅଛି ଏବଂ କେବେ ଯିବାର ଅଛି (ଗଣ ୯:୧୭, ୧୮; ଇନସାଇଟ୍-୧ ପୃ ୩୯୮ ¶୩)
ସେମାନଙ୍କୁ ଯାହା ମଧ୍ୟ କୁହାଯାଉଥିଲା, ତାହା ତୁରନ୍ତ ମାନିବାର ଥିଲା (ଗଣ ୯:୨୧, ୨୨; ପ୍ର୧୧-ହି ୪/୧୫ ପୃ ୪-୫)
ଯିହୋବା ଯେଉଁମାନଙ୍କ ମାଧ୍ୟମରେ ନିର୍ଦ୍ଦେଶ ଦେଉଥିଲେ, ସେମାନେ ଅସିଦ୍ଧ ବା ଅପରିପୂର୍ଣ୍ଣ ମଣିଷ ଥିଲେ (ଗଣ ୧୦:୫-୮)
ନେତୃତ୍ୱ ନେଉଥିବା ଭାଇମାନଙ୍କ କଥା ମାନିବା ଯିହୋବାଙ୍କ ଆଜ୍ଞା ପାଳନ କରିବା ସଙ୍ଗେ ସମାନ।