ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
ଯିହୋବାଙ୍କ ଭବିଷ୍ୟଦ୍ବକ୍ତା ଶାଉଲଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦେଇଥିଲେ (୧ଶାମୁ ୧୫:୩)
ଶାଉଲ ଯିହୋବାଙ୍କ ସବୁ ପରାମର୍ଶ ମାନିଲେ ନାହିଁ ଏବଂ ବାହାନା କଲେ (୧ଶାମୁ ୧୫:୧୩-୧୫)
ଯେଉଁମାନେ ଯିହୋବାଙ୍କ କଥା ମାନନ୍ତି ନାହିଁ, ଯିହୋବା ସେମାନଙ୍କ ଉପାସନା ସ୍ୱୀକାର କରନ୍ତି ନାହିଁ (୧ଶାମୁ ୧୫:୨୨, ୨୩; ପ୍ର୦୭-ହି ୭/୧ ପୃ ୧୯ ¶୪; ଇନସାଇଟ୍-୨ ପୃ ୫୨୧ ¶୨)
ନିଜକୁ ପଚାରନ୍ତୁ, ‘କʼଣ ମୁଁ ଯିହୋବାଙ୍କ ସଂଗଠନରୁ ମିଳୁଥିବା ପରାମର୍ଶଗୁଡ଼ିକୁ ତୁରନ୍ତ ଏବଂ ପୂରାପୂରି ମାନେ ?’