इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ

ଯିହୋବାଙ୍କ ସମୟର ଅପେକ୍ଷା କରନ୍ତୁ

ଯଦି ଦାଉଦ ଚାହିଁଥିଲେ ନିଜ ସମସ୍ୟାଗୁଡ଼ିକୁ ଶେଷ କରିପାରିଥାʼନ୍ତେ (୧ଶାମୁ ୨୪:୩-୫)

ଦାଉଦ ପରିସ୍ଥିତିକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିଲେ ଏବଂ ନିଜକୁ କାବୁ କରିପାରିଲେ (୧ଶାମୁ ୨୪:୬, ୭)

ଦାଉଦଙ୍କୁ ଭରସା ଥିଲା ଯେ ଯିହୋବା ସବୁକିଛି ଠିକ୍‌ କରିଦେବେ (୧ଶାମୁ ୨୪:୧୨, ୧୫; ପ୍ର୦୪-ହି ୪/୧ ପୃ ୧୬ ¶୮)

ଦାଉଦଙ୍କ ଭଳି ଆମେ ଧୈର୍ଯ୍ୟ ଧରିବା ଉଚିତ୍‌ ଏବଂ ଯିହୋବାଙ୍କ ସମୟର ଅପେକ୍ଷା କରିବା ଉଚିତ୍‌ । ନିଜ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଆମେ ଏପରି କିଛି କରିବା ଉଚିତ୍‌ ନୁହେଁ, ଯାହା ବାଇବଲର ସିଦ୍ଧାନ୍ତଗୁଡ଼ିକ ବିରୁଦ୍ଧରେ ଥାଏ ।—ଯାକୁ ୧:୪; ପ୍ର୦୪-ହି ୬/୧ ପୃ ୨୨-୨୩.