इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?

କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?

ଦାଉଦ ନାବଲକୁ ଯାହା ମାଗିଲେ ତାହା ଭୁଲ ନ ଥିଲା, କିନ୍ତୁ ନାବଲ ଦାଉଦ ଓ ତାଙ୍କ ଲୋକଙ୍କ ସହ ଖରାପ ବ୍ୟବହାର କଲେ [୧ଶାମୁ ୨୫:୭-୧୧; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୭୮ ¶୧୦-୧୨]

ଦାଉଦ ରାଗି ଯାଇ ନାବଲକୁ ପରିବାରର ସବୁ ପୁରୁଷଙ୍କୁ ଜୀବନରୁ ମାରି ଦେବା ପାଇଁ ଚାହୁଁଥିଲେ (୧ଶାମୁ ୨୫:୧୩, ୨୧, ୨୨)

ଆବିଗେଲ୍‌ ଦାଉଦଙ୍କୁ ରୋକିଲେ । ଏହିପରି ଦାଉଦ ରକ୍ତ ଦୋଷରୁ ରକ୍ଷା ପାଇଲେ [୧ଶାମୁ ୨୫:୨୫, ୨୬, ୩୨, ୩୩; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୮୦ ¶୧୮]

ନିଜକୁ ପଚାରନ୍ତୁ: ‘ଯେତେବେଳେ ମୁଁ ରାଗି ଥାଏ କିମ୍ବା ନିରାଶ ଥାଏ, ସେତେବେଳେ କʼଣ ମୁଁ ବିନା ଭାବିଚିନ୍ତି କାମ କରେ ? ଜିନିଷ କିଣିବା ବେଳେ ମୁଁ ଯାହା ଦେଖେ କʼଣ ସବୁକିଛି କିଣି ପକାଏ ? ନା କିଛି କରିବା ପୂର୍ବରୁ ଭାବେ ?’—ହିତୋ ୧୫:୨୮; ୨୨:୩.