इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲ ସାଙ୍ଗ ହୁଅନ୍ତୁ

ଭଲ ସାଙ୍ଗ ହୁଅନ୍ତୁ

ଯେତେବେଳେ ଆପଣଙ୍କ ସାଙ୍ଗ ସମସ୍ୟାରେ ଥାʼନ୍ତି, ସେତେବେଳେ ତାଙ୍କ ସାହସ ବାନ୍ଧନ୍ତୁ (୧ଶାମୁ ୨୦:୧, ୨; ପ୍ର୧୯-ହି ୧୧ ପୃ ୭ ¶୧୮)

ଯେତେବେଳେ ଆପଣଙ୍କ ସାଙ୍ଗକୁ କୌଣସି ବିପଦ ଥାଏ, ସେତେବେଳେ ତାଙ୍କୁ ସତର୍କ କରନ୍ତୁ (୧ଶାମୁ ୨୦:୧୨, ୧୩; ପ୍ର୦୮-ହି ୨/୧୫ ପୃ ୮ ¶୭)

ଯେତେବେଳେ ଆପଣଙ୍କ ସାଙ୍ଗ ବିଷୟରେ ମିଛ କଥା ପ୍ରସାର କରାଯାଏ, ତେବେ ତାଙ୍କ ସପକ୍ଷରେ କୁହନ୍ତୁ (୧ଶାମୁ ୨୦:୩୦-୩୨; ପ୍ର୦୯-ହି ୧୦/୧୫ ପୃ ୧୯ ¶୧୧)

ଯିହୋବାଙ୍କ ଲୋକମାନଙ୍କ ପାଖରେ ଭଲ ସାଙ୍ଗ କରିବା ପାଇଁ ଅନେକ ସୁଯୋଗ ଥାଏ । କିନ୍ତୁ ପ୍ରଥମେ ଆମେ ନିଜ ଭିତରେ ଏପରି ଗୁଣ ବଢ଼ାଇବା, ଯାହାଫଳରେ ଅନ୍ୟମାନେ ଆମ ସହ ସାଙ୍ଗ ହେବା ପାଇଁ ଚାହିଁବେ । ଆପଣ ମଣ୍ଡଳୀରେ କାହା ସହ ସାଙ୍ଗ ହେବା ପାଇଁ ଚାହିଁବେ ?