इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ

ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ

ରାଜା ଶାଉଲଙ୍କୁ ଲାଗିଲା ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ (୧ଶାମୁ ୧୩:୫-୭)

ନିଜ ସୀମା ଭିତରେ ରହି ଯିହୋବାଙ୍କ ଆଜ୍ଞା ମାନିବା ପରିବର୍ତ୍ତେ ଶାଉଲ ନିଜ ଇଚ୍ଛା ଅନୁସାରେ କାମ କଲେ (୧ଶାମୁ ୧୩:୮, ୯; ପ୍ର୦୦-ହି ୮/୧ ପୃ ୧୩ ¶୧୭)

ଯିହୋବା ଶାଉଲଙ୍କୁ ଦଣ୍ଡ ଦେଲେ (୧ଶାମୁ ୧୩:୧୩, ୧୪; ପ୍ର୦୭-ହି ୭/୧ ପୃ ୨୦ ¶୮)

ନିଜ ସୀମା ଭିତରେ ନ ରହିବାର ଅର୍ଥ ତରବର ହୋଇ କିମ୍ବା ବିନା ଭାବିଚିନ୍ତି ଏପରି କୌଣସି କାମ କରିବା ଯାହା କରିବାର ଜଣେ ବ୍ୟକ୍ତିକୁ ଅଧିକାର ନାହିଁ । ଜଣେ ବ୍ୟକ୍ତି କେଉଁ ପରିସ୍ଥିତିଗୁଡ଼ିକରେ ନିଜ ସୀମା ଲାଙ୍ଘିପାରେ ?