୧୦-୧୬ ଏପ୍ରିଲ୍
୨ ବଂଶାବଳୀ ୮-୯
ଗୀତ ୮୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ବଂଶା ୯:୧୯—ଶଲୋମନଙ୍କ ସିଂହାସନ ଯାଏ ଯାଉଥିବା ପାବଚ୍ଛ ବା ସିଢ଼ିଗୁଡ଼ିକରେ ଯେଉଁ ୧୨ଟି ସିଂହମୂର୍ତ୍ତି ତିଆରି କରାଯାଇଥିଲା, ସେଗୁଡ଼ିକ ହୁଏତ କେଉଁ କଥାକୁ ଦର୍ଶାଉଥିଲା ? (ଇନସାଇଟ୍-୨ ୧୦୯୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ବଂଶା ୮:୧-୧୬ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଅନ୍ୟମାନଙ୍କର ସାହାଯ୍ୟ କରିବା—ଯୋହ ୧୫:୧୩ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୨)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୯ ପଏଣ୍ଟ ନଂ. ୬ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ”: (୧୫ ମି.) ଆଲୋଚନା ଓ ଭିଡିଓ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୨ ଏବଂ ଅଧିକ ବିବରଣୀ ୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୩୧ ଏବଂ ପ୍ରାର୍ଥନା