इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୩-୧୯ ମାର୍ଚ୍ଚ

୧ ବଂଶାବଳୀ ୨୭-୨୯

୧୩-୧୯ ମାର୍ଚ୍ଚ
  • ଗୀତ ୧୩୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ଅନ୍ୟମାନଙ୍କର ସାହାଯ୍ୟ କରିବା—ମାଥି ୨୦:୨୮ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପୁନଃସାକ୍ଷାତ: (୪ ମି.) ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ଯେବେ ଆପଣ ତାଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଥିଲେ ତେବେ ସେ ଆହୁରି ଜାଣିବାକୁ ଚାହୁଁଥିଲେ । ଏବେ ତାଙ୍କୁ ଯୀଶୁ କାହିଁକି ଜୀବନ ଦେଲେ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଓ ତାʼ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)

  • ପୁନଃସାକ୍ଷାତ: (୪ ମି.) ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ଯେବେ ଆପଣ ତାଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଥିଲେ ତେବେ ସେ ଆହୁରି ଜାଣିବାକୁ ଚାହୁଁଥିଲେ । ଏବେ ତାଙ୍କ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ