इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ

ଜଣେ ପିତାଙ୍କର ପ୍ରେମଭରା ପରାମର୍ଶ

ଯିହୋବାଙ୍କୁ ଭଲଭାବେ ଜ୍ଞାତ ହୁଅ (୧ବଂଶା ୨୮:୯; ପ୍ର୦୫-ହି ୨/୧୫ ପୃ ୧୯ ¶୯)

ପୂରା ଅନ୍ତଃକରଣରୁ ଯିହୋବାଙ୍କ ସେବା କର (୧ବଂଶା ୨୮:୯; ପ୍ର୧୨-ହି ୪/୧୫ ପୃ ୧୬ ¶୧୩)

ଭୟ କର ନାହିଁ, ଯିହୋବାଙ୍କ ଉପରେ ଭରସା ରଖ (୧ବଂଶା ୨୮:୨୦; ପ୍ର୧୭.୦୯-ହି ପୃ ୩୨ ¶୨୦-୨୧)

ଏହି ପରାମର୍ଶ ବୃଦ୍ଧ ରାଜା ଦାଉଦ ନିଜ ପୁଅ ଶଲୋମନକୁ ଦେଇଥିଲେ । କାରଣ ଶଲୋମନ ଏବେ ଯୁବା ହିଁ ଥିଲେ ଓ ତାଙ୍କୁ ଏତେ ଅନୁଭୂତି ନ ଥିଲା । ଆଉ ତାଙ୍କୁ ମନ୍ଦିରର ନିର୍ମାଣ କାମ ଆରମ୍ଭ କରିବାର ଥିଲା, ଯାହା ବହୁତ ବଡ଼ କାମ ଥିଲା । କିନ୍ତୁ ଏହି ପରାମର୍ଶ ଆମ ସମସ୍ତଙ୍କ ପାଇଁ, ବିଶେଷ କରି ଏହା ଯୁବା ଖ୍ରୀଷ୍ଟିୟାନମାନଙ୍କ ପାଇଁ ବହୁତ ମହତ୍ତ୍ୱ ରଖେ । ଏପରି କାହିଁକି ?