ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଭଲ ପରାମର୍ଶ ମାନିବାର ଲାଭ
ରିହବୀୟାମ୍କୁ ଗୋଟିଏ ନିଷ୍ପତ୍ତି ନେବାର ଥିଲା (୨ବଂଶା ୧୦:୧-୪; ପ୍ର୧୮.୦୬-ହି ପୃ ୧୩ ¶୩)
ରିହବୀୟାମ୍ ଅନ୍ୟମାନଙ୍କଠାରୁ ପରାମର୍ଶ ନେଲେ (୨ବଂଶା ୧୦:୬-୧୧; ପ୍ର୦୧-ହି ୯/୧ ପୃ ୨୮-୨୯)
ରିହବୀୟାମ୍ ଭଲ ପରାମର୍ଶକୁ ଶୁଣିଲେନି, ତେଣୁ ତାଙ୍କୁ ଓ ତାଙ୍କ ପ୍ରଜାମାନଙ୍କୁ ଖରାପ ପରିଣାମ ଭୋଗିବାକୁ ପଡ଼ିଲା (୨ବଂଶା ୧୦:୧୨-୧୬; ଇନସାଇଟ୍-୨ ପୃ ୭୬୮ ¶୧)
ବୃଦ୍ଧ ଓ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କଠାରେ ବହୁତ ଅନୁଭୂତି ଥାଏ । ତେଣୁ ଅନେକ ସମୟରେ ସେମାନଙ୍କୁ ଏହା ଅନୁଭବ ହୋଇଯାଏ ଯେ କୌଣସି ନିଷ୍ପତ୍ତିର କʼଣ ପରିଣାମ ହୋଇପାରେ ।—ଆୟୁ ୧୨:୧୨.
ନିଜକୁ ପଚାରନ୍ତୁ: ‘ମଣ୍ଡଳୀରେ ମୋତେ କାହାଠାରୁ ଭଲ ପରାମର୍ଶ ମିଳିପାରେ ?’