इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲ ପରାମର୍ଶ ମାନିବାର ଲାଭ

ଭଲ ପରାମର୍ଶ ମାନିବାର ଲାଭ

ରିହବୀୟାମ୍‌କୁ ଗୋଟିଏ ନିଷ୍ପତ୍ତି ନେବାର ଥିଲା (୨ବଂଶା ୧୦:୧-୪; ପ୍ର୧୮.୦୬-ହି ପୃ ୧୩ )

ରିହବୀୟାମ୍‌ ଅନ୍ୟମାନଙ୍କଠାରୁ ପରାମର୍ଶ ନେଲେ (୨ବଂଶା ୧୦:୬-୧୧; ପ୍ର୦୧-ହି ୯/୧ ପୃ ୨୮-୨୯)

ରିହବୀୟାମ୍‌ ଭଲ ପରାମର୍ଶକୁ ଶୁଣିଲେନି, ତେଣୁ ତାଙ୍କୁ ଓ ତାଙ୍କ ପ୍ରଜାମାନଙ୍କୁ ଖରାପ ପରିଣାମ ଭୋଗିବାକୁ ପଡ଼ିଲା (୨ବଂଶା ୧୦:୧୨-୧୬; ଇନସାଇଟ୍‌-୨ ପୃ ୭୬୮ )

ବୃଦ୍ଧ ଓ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କଠାରେ ବହୁତ ଅନୁଭୂତି ଥାଏ । ତେଣୁ ଅନେକ ସମୟରେ ସେମାନଙ୍କୁ ଏହା ଅନୁଭବ ହୋଇଯାଏ ଯେ କୌଣସି ନିଷ୍ପତ୍ତିର କʼଣ ପରିଣାମ ହୋଇପାରେ ।​—ଆୟୁ ୧୨:୧୨.

ନିଜକୁ ପଚାରନ୍ତୁ:  ‘ମଣ୍ଡଳୀରେ ମୋତେ କାହାଠାରୁ ଭଲ ପରାମର୍ଶ ମିଳିପାରେ ?’