ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
ଆସା ଗୋଟିଏ ବଡ଼ ସୈନ୍ୟର ମୁକାବିଲା କରିବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହିଲେ (୨ବଂଶା ୧୪:୯-୧୨; ପ୍ର୨୧.୦୩-ହି ପୃ ୫ ¶୧୨)
ପରେ ଆସା ଗୋଟେ ଛୋଟ ସୈନ୍ୟର ମୁକାବିଲା କରିବା ପାଇଁ ଅରାମର ରାଜାଙ୍କଠାରୁ ସାହାଯ୍ୟ ନେଲେ (୨ବଂଶା ୧୬:୧-୩; ପ୍ର୨୧.୦୩-ହି ପୃ ୫ ¶୧୩)
ଆସା ସବୁବେଳେ ଯିହୋବାଙ୍କ ଉପରେ ନିର୍ଭର ରହିଲେନି, ତେଣୁ ଯିହୋବା ତାଙ୍କଠାରୁ ଖୁସି ହେଲେନି (୨ବଂଶା ୧୬:୭-୯)
ଯେବେ ଆମେ ଜୀବନରେ ବଡ଼ ବଡ଼ ନିଷ୍ପତ୍ତି ନେଉ ସେ ସମୟରେ ହୁଏତ ଆମେ ଯିହୋବାଙ୍କ ଉପରେ ନିର୍ଭର ରହୁ । କିନ୍ତୁ ଛୋଟ ଛୋଟ ମାମଲାଗୁଡ଼ିକରେ ନିଷ୍ପତ୍ତି ନେବା ସମୟରେ କʼଣ ? ଏହା ବହୁତ ଜରୁରୀ ଅଟେ ଯେ ଆମେ ଜୀବନର ସବୁ ମାମଲାଗୁଡ଼ିକରେ ଯିହୋବାଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ।—ହିତୋ ୩:୫, ୬; ପ୍ର୨୧.୦୩-ହି ପୃ ୬ ¶୧୪.