୨୭ ମାର୍ଚ୍ଚ–୨ ଏପ୍ରିଲ୍
୨ ବଂଶାବଳୀ ୫-୭
ଗୀତ ୧୨୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ବଂଶା ୬:୨୯, ୩୦—ଶଲୋମନ ନିଜ ପ୍ରାର୍ଥନାରେ ଯେଉଁ କଥା କହିଲେ, ସେଥିରୁ ଆମକୁ କିପରି ସାନ୍ତ୍ୱନା ମିଳେ ? (ପ୍ର୧୧-ହି ୪/୧ ପୃ ୧୯ ¶୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ବଂଶା ୬:୨୮-୪୨ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ସ୍ମାରକ ନିମନ୍ତ୍ରଣ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ସ୍ମାରକର ଭାଷଣ ଶେଷ ହେବା ପରେ ସେହି ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ ଯାହାକୁ ଆପଣ ଡାକିଛନ୍ତି । କାର୍ଯ୍ୟକ୍ରମ ବିଷୟରେ ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୭)
ଭାଷଣ: (୫ ମି.) ପ୍ର୯୩-ହି ୫/୧ ପୃ ୩୨—ବିଷୟ: ଯଦି କିଛି କାରଣ ଯୋଗୁଁ ଆମେ ସ୍ମାରକରେ ଆସିପାରୁନୁ, ତାହେଲେ ଆମେ କʼଣ କରିବା ଉଚିତ୍ ? (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ନିଜ ହୃଦୟର ରକ୍ଷା କର”: (୧୦ ମି.) ଆଲୋଚନା ଓ ଭିଡିଓ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୪୧ ପଏଣ୍ଟ ନଂ. ୫ ଏବଂ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୪ ଏବଂ ପ୍ରାର୍ଥନା